ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

କର୍ଲାମୁଣ୍ଡା ୦୨/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନେତ୍ରାନନ୍ଦ ବାରିକ (୭୨)ଙ୍କ ଆଜି ଅପରାହ୍ନରେ ୧ ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇ ଯାଇଛି I ସେ କିଛିଦିନ ହେବ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ I ମୁତ୍ଯୁଶଯ୍ଯା ନିକଟରେ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ I ବଡ଼ ପୁଅ ରମେଶ ବାରିକ ଓ ସାନ ପୁଅ ରାଜୁ ବାରିକ ମୁଖାଗ୍ନି ଦେଇଥିଲେ I ତାଙ୍କର ମୁତ୍ଯୁ ଖବର ପାଇ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ I

Related posts

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

Sunil Chandra Nayak

ସ୍ୱର୍ଗତ ସାରଥୀ ସାର – ଶ୍ରେଷ୍ଠ ଗୁରୁ ଓ ଧର୍ମାପରାୟଣ ବ୍ୟକ୍ତିତ୍ଵ ଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା   

Sunil Chandra Nayak

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!