ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ପିତୃ ବିୟୋଗ

ସାମ୍ବାଦିକ ଙ୍କ ପିତୃ ବିୟୋଗ

କାମାକ୍ଷାନଗର (ମନିସ)13/8/25 — ଅଵଦୁଲ୍ ଗନି ଖନ୍ (୮୨) ୬୦ଦଶକ ରେ ମ୍ୟାଲେରିଆ ସୁପର ଭାଇଜର ଭାବରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ତତ୍କାଳୀନ ଆପୋଲୋ ସିନେମା ର ପାର୍ଟନର ଥିଲେ । କାମାକ୍ଷାନଗର ଅଞ୍ଚଳ ର ପ୍ରଥମ ଚିତ୍ରାଳୟ “ଅପରାଜିତା ଚିତ୍ରଳୟ” ର ମାଲିକ ଥିଲେ । ତରୁଣ ବଜାର ପୂଜା କମିଟି ର ପ୍ରତିଷ୍ଠାତା ସଦସ୍ୟ ଥିଲେ । ବର୍ତ୍ତମାନ ସୁ୍ଧା ଦଶହରାରେ ମା’ଙ୍କୁ ବସ୍ତ୍ରସେବା ଯୋଗାଇ ଆସୁଥଲେ । ରବିବାର ସନ୍ଧ୍ୟା ୭ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଦୀର୍ଘ ୨୩ବର୍ଷ ଧରି ସେ ପକ୍ଷାଘାତ ରେ ପୀଡ଼ିତ ଥିଲେ ଏବଂ ୨ମାସ ହେବ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଜରିନା ବେଗମ୍ ବଡ଼ପୁଅ ଅମଜାଦ୍ ଖନ, ସାନପୁଅ ଅର୍ଷଦ୍ ଖାନ୍ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖାର ବୈଠକ

ଟ୍ରାଫିକ ସମସ୍ୟା ତଦାରଖ କଲେ ନୂତନ ଏସ୍ପି

Sunil Chandra Nayak

Leave a Comment

error: Content is protected !!