ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳିତ, ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦାନ

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳିତ, ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦାନ

 ନୂଆପଡା,୧୫.୦୮. (ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା କୁ ଉତ୍ତୋଳନ କରିବା ସହ ମିଳିତ ଜାତୀୟ ପ୍ୟାରେଡ ନିରୀକ୍ଷଣ କରିଥିଲେ। ୨୯ ଗୋଟି ମିଳିତ ପ୍ୟାରେଡ ଦଳ ର ଅଭିବାଦନ ଗ୍ରହଣ କରିଛନ୍ତି। ଆଜିର ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲାବାସୀ ଙ୍କୁ ଉଦବୋଧନ ଦେଇ ସ୍ବାଧୀନ ସଂଗ୍ରାମୀ ଙ୍କୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନୂଆପଡ଼ା ଜିଲ୍ଲାକୁ ବିକଶିତ କରିବା ନେଇ ଆହ୍ବାନ କରିଥିଲେ। ଅନେକ କ୍ଷେତ୍ର ରେ ଜିଲ୍ଲା ଏକ ନମ୍ୱର୍ ହୋଇଥିବା ବେଳେ ସଭାଗିତା ଦ୍ବାରା ସମ୍ଭବ ବୋଲି କହିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

Related posts

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

ବିଂଝାରପୁର ରେ ରକ୍ଷା ବନ୍ଧନ ଉତ୍ସଵ ପାଳିତ

Sunil Chandra Nayak

ଛଉ ଓ ଝୁମର ଲୋକାନୃତ୍ୟ ମହୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!