ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଓଲଟି ୪ ଗୁରୁତର

ଅଟୋ ଓଲଟି ୪ ଗୁରୁତର

କାମାକ୍ଷାନଗର (ମନିସ)24/8/25 — କାମାକ୍ଷାନଗର ଥାନା ଆଳତୁମା ଗାଁ ନିକଟଟେ ଏକ ଅଟୋ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତ କଲି ଅପରାହ୍ଣ ପ୍ରାୟ ପାଞ୍ଚଟାରେ ଅଟୋଟି ମହୁଲପାଳ ଗାଁରୁ ଲୋକଙ୍କୁ ନେଇ ବଡ଼ଝରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିଟେ ଅଟୋରେ ଥିବା ତପି ଦେହୁରୀ (୪୦), ପ୍ରିୟାଂଶୁ ଦେହୁରୀ (୮)), ଶୁଭଲକ୍ଷ୍ମୀ ଦେହୁର (୬) ଓ ସଂଜୀବ ସାହୁ (୪୦) ଗୁରୁତର ଆହତ ହୋଇଥିଲେ । ଗୁରୁତରମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ୍ ଓ ପରେ ଢେଙ୍କାନାଳ ସ୍ଥାନାନ୍ତଟ କରାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୫୪ଟି ଅଭିଯୋଗର ଶୁଣାଣି, ତିନି ସ୍ୱଚ୍ଛ ଦୂତ ସମ୍ମାନିତ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

masiha

Leave a Comment

error: Content is protected !!