ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଜୟନ୍ତୀ 

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଜୟନ୍ତୀ 

କଟକ : ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୫ ତମ ଜନ୍ମ ଜୟନ୍ତୀରେ ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଅଭୟ ଦାସ,ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଶିକ୍ଷକ ମିହିର ନାୟକ,ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ଶୁଭମ୍ ମହାରଣା,ଦିବ୍ୟଂଶ ନାୟକ , ସତ୍ୟପ୍ରକାଶ ମହାନ୍ତି,ସୂର୍ଯ୍ୟ ପ୍ରକାଶ ମହାନ୍ତି,ସାଇ ଶ୍ରୀ ବେହେରା,ସ୍ଵସ୍ତିକା ଜେନା,କାଦମ୍ବିନୀ ଦାସ,ତେଜସ୍ଵୀନି ଦାସ,ଯୋଶ୍ନା ଭୋଇ,ଶୁଭଶ୍ରୀ ସ୍ୱାଇଁ, ସ୍ମୃତି ପ୍ରଜ୍ଞା ଦାସ,ସୁପ୍ରିୟା ମହାନ୍ତି, ସ୍ନେହା ଜେନା,ସୁଦାମ ବେହେରା , ଶ୍ରାବନ୍ତିକା ମହାନ୍ତି ପ୍ରଭୁତି ଶ୍ରୀ ଜଗନ୍ନାଥ ଙ୍କ ପାଖ ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମୋଦୀ ଜୀଙ୍କ ସୁଦୀର୍ଘ ନିରାମୟ ଜୀବନ ଯାପନ ପାଇଁ ପ୍ରାର୍ଥନା କରିଥିଲେ ଏବଂ ଶପଥ ନେଇଥିଲେ ମୋଦି ଜୀଙ୍କ ଜନ୍ମ ଦିନରେ “ଏକ ପେଡ୍ ମା କେ ନାମ” ଲଗାଇବେ ଏବଂ ତାର ଯତ୍ନ ନେବେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସ୍ଵର୍ଣ ପଦକ ବିଜେତା ବାପା ପୁଅଙ୍କ ସାକ୍ଷାତ

Sunil Chandra Nayak

ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମଭୋଇ ସାହିତ୍ୟ ଆଲୋଚନା 

masiha

Leave a Comment

error: Content is protected !!