ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜ୍ୟପୂଜାରେ ବ୍ରତୀ ଧର୍ମପ୍ରାଣ ଆଦର୍ଶ ଦଂପତିଙ୍କ ଦୁର୍ଗାପୂଜାର ଶୁଭେଛା ଓ ଅଭିନନ୍ଦନ ବାର୍ତ୍ତା 

ପୂଜ୍ୟପୂଜାରେ ବ୍ରତୀ ଧର୍ମପ୍ରାଣ ଆଦର୍ଶ ଦଂପତିଙ୍କ ଦୁର୍ଗାପୂଜାର ଶୁଭେଛା ଓ ଅଭିନନ୍ଦନ ବାର୍ତ୍ତା 

କଟକ: ସରୋଜ ନଳିନୀ ପରିଜା,କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଓ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଦୁର୍ଗାପୂଜାର ଶୁଭେଛା ଓ ଅଭିନନ୍ଦନ ଜଣାଉଛୁ । ଦୁ୍ଗାପୂଜାର ମାହୋଲ । ମା ଜଗଦ୍ଧାତ୍ରୀ,ଆଦ୍ୟା ଶକ୍ତି,ଦୁର୍ଗତି ନାଶିନୀ ଦୁର୍ଗା ଧରବତରଣ କରିଛନ୍ତି । ଏହି ଶୁଭ ଅବସରରେ ଆସ ସମସ୍ତେ ମିଶି ମା’ଙ୍କର ଆରାଧନା କରିବା,ତାଙ୍କ ଆଶିଷ ଲାଭ କରିବା । ଏବେ ଗାଁ ରୁ ସହର ଉତ୍ସବ ମୁଖର, ପାର୍ବଣ ରଙ୍ଗରେ ରଞ୍ଜିତ । ଭକ୍ତିର ସହ ମାଙ୍କୁ ପୂଜା ଅର୍ଚ୍ଚନା କରିବା ମଦ୍ୟ ପାନ ରୁ ବିରତ ରହିବା,ଡିଜେ ଭଳି ଉଚ୍ଚ ଶବ୍ଦ ଯୁକ୍ତ ବାଦ୍ୟ ନ ବଜାଇ ଶଙ୍ଖ,ଘଣ୍ଟ,ଘଣ୍ଟା,କାହାଳି ଓ ପୂଜକର ମନ୍ତ୍ର ଧ୍ଵନି ପରିବେଶକୁ ମନ୍ତ୍ରାୟୀତ କରିବା । ସରକାରୀ ଆଇନ କୁ ମାନି ଶୃଙ୍ଖଳାର ସହ ପୂଜା କରିବା । ଶେଷରେ ମୋ ଅଞ୍ଚଳ ବାସୀ ତଥା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଦୁର୍ଗା ପୂଜାର ହାର୍ଦିକ ଶୁଭେଚ୍ଛା ଓ ଅନେକ ଶୁଭ କାମନା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା

masiha

ବିଜେପି ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ବେଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଦୁଃଖ କଷ୍ଟ ଘରେ ପହଞ୍ଚି ସାହାଯ୍ୟ ଯୋଗାନ୍ତି ସରପଞ୍ଚ

masiha

Leave a Comment

error: Content is protected !!