ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ କୁଶୁର୍ଲା ଗ୍ରାମର ଶାଶ୍ବତ ସୌମ୍ୟକାନ୍ତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ର଼୍ୟାଙ୍କ ରହିଛି ୨୩୫। ଶାଶ୍ବତ ହେଉଛନ୍ତି ବର୍ତ୍ତମାନର ସୋନପୁର ଜିଲାପାଳ ଡ. ନୃପରାଜ ସାହୁ ଓ ଶୁଭ୍ରାଂ ସାହୁଙ୍କ ସୁପୁତ୍ର । ସେ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟଠାରେ ସ୍କୁଲ ଶିକ୍ଷା ସାରି ପରେ ଭୁବନେଶ୍ୱରସ୍ଥିତ ବିଜେବି କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଶାଶ୍ବତ ଓଏଏସ୍‌ରେ ସଫଳତା ଅର୍ଜନ କରିବା ପରେ ଖବର ପ୍ରଚାରିତ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। କର୍ଲାମୁଣ୍ଡା ପ୍ରେସ୍‌କ୍ଲବ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଜଣେ ଉତ୍ତମ ଅଧିକାରୀ ଭାବେ ଅଞ୍ଚଳରେ ନାଁ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ହ୍ୟାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!