ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ।, ୫୦୦ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ।, ୫୦୦ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ

ଜୁନାଗଡ଼,୧୬/୧୧(ମନୀସ) କଳାହାଣ୍ଡି କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ଜୁନାଗଡ଼ ବ୍ଲକ ଦାସୀ ଗାଁ ମିନି ଷ୍ଟାଡିଅମ ଠାରେ ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାୟ ୫୦୦ ସହରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ସଙ୍ଘର ସଭାପତି ନିକୁଞ୍ଜ ବିହାରୀ ଚଳାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଏହି ସାମ୍ବାଦିକ ସଂଘର ଏହି ଜାତୀୟ କାର୍ଯ୍ୟକ୍ରମ ସହ ବୃଦ୍ଧ ବୃଦ୍ଧଙ୍କୁ ଶୀତ ବସ୍ତ୍ର ପ୍ରଦାନ କରି ଏକ ମହତ କାର୍ଯ୍ୟ କରି ଥିବାରୁ ସଂଘର କର୍ଯ୍ୟକୁ ଉତ୍ସାହିତ କରିବା ସହ ଚତୁର୍ଥ ସ୍ତମ୍ବର ଏହି ମହତ କାମ ଜାରି ରହୁ ବୋଲି ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ।ଏହି କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଭାବସିନ୍ଧୁ ମଙ୍ଗରାଜ, ସ୍ଥାନୀୟ ସରପଞ୍ଚ ପ୍ରମୋଦିନି ପ୍ରହରାଜ, ବୈଦ୍ୟ ସଂଘ ସଭାପତି ତଥା ସମାଜସେବୀଜାତୀନ୍ଦ୍ର କର ,ଆଇନଜୀବୀ ବିଶ୍ୱନାଥ କର, ରାଜସ୍ବ ନିରୀକ୍ଷକ ହିମାଂଶୁ ଶେଖର ପଣ୍ଡା, ଆଇନଜୀବୀ ଛବିଲାଳ ନିଆଲ , ଡାକ୍ତର ଟୁନୁ ସରାଫ, ଫାଣ୍ଡି ଅଧିକାରୀ ମୀନକେତନ ଶବର,ନାଏବ ସରପଞ୍ଚ,ବବିତା ପ୍ରହରାଜ,ସମିତି ସଭ୍ୟ ସୌ।ମେନ୍ଦ୍ର ମୁଣ୍ଡ ଏବଂ ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ଓ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ଓ ନରେନ୍ଦ୍ର କ୍ଷିତି ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଗଠନର ବରିଷ୍ଠ ସଦସ୍ୟ ମହାଦେବ ଖଣ୍ଡୁଆଲ, ଟିକଚନ ବାଗ,ହରିହର ଛତ୍ରି ଆ, ଅମରେଶ ପାଢ଼ୀ, ମନୋଜ ପ୍ରଧାନ, ରବିଶଙ୍କର ସୁନାନୀ, ପ୍ରଦୀପ ପଟ୍ଟନାୟକ,ଚନ୍ଦ୍ର ହାସ୍ୟ ନାଏକ, ରଜନୀକାନ୍ତ ଛତ୍ରୀଆ,ଟଂକଧର ବିହାରୀ, ଉଗ୍ରସେନ କନ୍ଦପାନ ,ଶର୍ମିଷ୍ଠା ଯୋଶୀ, ତାପସ ମହାନ୍ତି, ଭବାନୀ ମାନହୀର,ଗଜିନ୍ଦ୍ର ନାଗ, ମନୋଜ ବଗତ୍ତି,ପ୍ରମୁଖ ସାମ୍ବାଦିକ ବନ୍ଧୁ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ।ଏଥିରେ ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଗଣେଶ ରାମ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡିର ବିଭନ୍ନଅଂଚଳରୁ ଅନେକ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଵାସିଙ୍ଗୀ ଅଂଚଳର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତଙ୍କ ଦେହାନ୍ତ 

masiha

ଜେ କ କାଗଜ କଳ ରେ 53 ତମ ଜାତୀୟ ନିରାପତ୍ତା ସପ୍ତାହ ପାଳନ

masiha

ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!