ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଅଗ୍ନିଗଙ୍ଗାମା ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମା ଅଗ୍ନିଗଙ୍ଗାମା ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବନ୍ଧୁଗାଁ ତା, ୧୯/୧୨/୨୫, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ବିଜେପି ଦଳର କିଛି କର୍ମୀ ଓ କୋରାପୁଟ ବିଧାୟକ ରଘୁ ରାମ ମାଛ ଙ୍କ ମାଧ୍ୟମରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଙ୍କୁ ଭେଟିଛନ୍ତି।ବନ୍ଧୁଗାଁ ବ୍ଲକର ଦକ୍ଷିଣ ଓଡିଶା ପ୍ରସିଦ୍ଧ ଲାଭ କରିଥିବା ନିଲାବାଡ଼ି ସ୍ଥିତ ମା ଅଗ୍ନୀ ଗଙ୍ଗା ମାଙ୍କ ମନ୍ଦିର ର ସୌନ୍ଧର୍ଯ୍ୟ କାରଣ ନିମନ୍ତେ ଉପ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ମାଙ୍କ ଦର୍ଶନ ଲାଗି ବାହାର ରାଜ୍ୟର ଭକ୍ତଙ୍କ ସୁଅ ଛୁଟେ।ହେଲେ ମନ୍ଦିର ପାଖରେ ସେମିତି କିଛି ସୁବିଧା ଉପଲବ୍ଧ ନଥିବାରୁ ଭକ୍ତ ମାନେ ସେମିତି ଖୋଲା ଆକାଶ ତଳେ ଆଶ୍ରୟ ନିୟନ୍ତି।ତେଣୁ ଏସବୁକୁ ଅଖି ଆଗରେ ରଖି ଭକ୍ତଙ୍କ ସୁବିଧା ପାଇଁ ବ୍ଲକ ବିଜେପିର ଏକ ପ୍ରତିନିଧି ଦଳ ଉପ ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟି ମନ୍ଦିର ବିଷୟରେ ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିବା ବେଳେ ଉପ ମୁଖ୍ୟ ମନ୍ତ୍ରୀ ମଧ୍ୟ ମନ୍ଦିର ଉନ୍ନତି ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇଛନ୍ତି।

Related posts

୧୪ ତମ ଆଦିବାସୀ କାର୍ଯକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

Sunil Chandra Nayak

ଶ୍ରୀ ଜଗନ୍ନାଥ ଅର୍ପଣ ରଥ ବନ୍ଧୁଗାଁ ବ୍ଲକର ୪ ଟି ପଞ୍ଚାୟତ ପରିକ୍ରମା

masiha

ଅଟୋ ଧକ୍କା ରେ ସ୍କୁଲ ଛାତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!