ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ଶୀତୁଆ ସକାଳର ଦୃଶ୍ୟ

ବାଲୁକା କଳାରେ ଶୀତୁଆ ସକାଳର ଦୃଶ୍ୟ

କର୍ଲାମୁଣ୍ଡା, ୧୮/୦୧ (ସୁଶାନ୍ତ ରଣା): ସମଗ୍ର ଅଂଚଳ ଏବେ ହାଡ଼ ଭଙ୍ଗା ଶୀତରେ ଥରୁଛି। ଏନେଇ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳାରେ ଗୋଟେ ସୁଖୀ ପରିବାରର ଚାରି ଜଣ କିପରି ଶୀତ ଦାଉରୁ ରକ୍ଷା ପାଇଁ ଶୀତ ବସ୍ତ୍ର ପରିଧାନ ସହ ଗୁଡେଇତୁଡ଼େଇ ହୋଇଥିବା ଏକ ସୁନ୍ଦର ଦୃଶ୍ୟର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଶ୍ରୀ ସାହୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଓ ସଚେତନତା ବାର୍ତ୍ତା ନେଇ ବାଲୁକା କଳା ମାଧ୍ୟମରେ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି

Related posts

ବାଛୁରୀ ସହ ବାଇକ୍ ଧକ୍କା; ସାମ୍ବାଦିକ, ତାଙ୍କ ପତ୍ନୀ ଓ ଝିଅ ଗୁରୁତର

Sunil Chandra Nayak

ଉତ୍କେଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଧିର ର ତ୍ରିଂଶତିତମ ବାର୍ଷିକ ଉତ୍ସବ 

Sunil Chandra Nayak

ପାଣି ପାଇଁ ରାସ୍ତାରୋକ, ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି

Leave a Comment

error: Content is protected !!