ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଖରୀରୁ ମୃତ ଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

ପୋଖରୀରୁ ମୃତ ଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ତୁରେକେଲା ଗ୍ରାମର କେଶରୀ ବାଗ ବୋଲି ସୂଚନା ମିଳିଛି ।ମୃତ ବ୍ୟକ୍ତିଙ୍କ ଶରୀର ର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ରହିଥିବା ବେଳେ ମୃତ ଶବ ପୋଖରୀରେ ପଡିରହିଥିବା ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ତୁରେକେଲା ଗ୍ରାମର କେଶରୀ ବାଗ ବେଳପଡା ଗ୍ରାମରେ କିଛି ବର୍ଷ ହେବ ରହି ଆସୁଥିଲେ ।ଡ୍ରାଇଭର ଭାବେ କାମ କରୁଥିବା ଏହି ବ୍ୟକ୍ତି ଙ୍କ ମୃତ ଦେହ ଭାଲୁମୁଣ୍ଡା ଗାଁର ଏକ ପୋଖରୀରୁ ଉଦ୍ଧାର କରାଯାଇଛି। କେହି ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ କରୁଛି । 

ମୀନକେତନ ନୀଅଲ୍ ଙ୍କ ରିପୋର୍ଟ୍ 

Related posts

ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତ

Sunil Chandra Nayak

ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍

Sunil Chandra Nayak

ଯୌତୁକ ନିର୍ଯ୍ୟାତନା ର ଅଭିଯୋଗ

masiha

Leave a Comment

error: Content is protected !!