ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ 

୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ 

କଟକ : କଟକ ଜିଲ୍ଲା କିଶନନଗର ଥାନା ସୁଦ୍ଧଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ସୁରେନ୍ଦ୍ରନାଥ ବିଦ୍ୟାପୀଠ ୨୦୧୭ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ପର୍ବ ”ବନ୍ଧୁ ପାଇଁ ଦିନଟିଏ” କାର୍ଯ୍ଯକ୍ରମ ରଟିଲୋ ପଞ୍ଚାୟତ ହରିପୁର ମହାନଦୀ ତଟରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ପର୍ବରେ ହିମାଂଶୁ ସାହୁ,ସ୍ବଦେଶ ସାହୁ,ଭରତ ସାମଲ,ବିଶ୍ୱଜିତ ସାହୁ,ଗୋବିନ୍ଦ ଚନ୍ଦ୍ର ସାହୁ,ନିଗମାନନ୍ଦ ରାଉତରାୟ,ରଶ୍ମି ରଂଜନ ବେହେରା,ବିନୋଦ ବେହେରା,ଅଜିତ କୁମାର ସାହୁ,ବିଶ୍ୱଜିତ ନାୟକ,ଆଦିତ୍ୟ ସେଠୀ,ଅଂଶୁମାନ ବସ୍ତିଆ,ଶୁଭମ ସତ୍ୟ ସାମନ୍ତରାୟ, ସତ୍ୟବ୍ରତ ସ୍ଵାଇଁ,ଚିନ୍ମୟୀ ଲେଙ୍କା,ସ୍ମିତା ପରମିତା ଚଇନି,ସଂଧ୍ୟା ପରମିତା ଚଇନି ଆଦି ଉପସ୍ଥିତ ଥିଲେ 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମୁଖ୍ୟଡାକ ଘର ପରିସରରେ ଆଡଭାନ୍ସ ଟେକ୍ନୋଲଜି ପୋଷ୍ଟାଲ ୨. ୨ ଶୁଭାରମ୍ଭ

Sunil Chandra Nayak

ଗୀତା ଆବୃତ୍ତି କଲେ ୧୨୧ ଜଣ ପ୍ରତିଯୋଗୀ

Sunil Chandra Nayak

୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ ପାଇଁ ଇଣ୍ଡି ମେଣ୍ଟର ନିଵେଦନ 

Sunil Chandra Nayak

Leave a Comment

error: Content is protected !!