ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ରାଉରକେଲା : ନିକଟରେ ଓଡିଶାର ସମସ୍ତ ଜିଲ୍ଲାର ଯୋଜନା ବୋର୍ଡର ଅଧକ୍ଷ ଭାବେ ମାନ୍ୟବର ବିଧାୟକ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ସୁନ୍ଦରଗଡ ରାଜସ୍ବ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ବିଧାୟକ ଶ୍ରୀ ତନ୍ତୀଙ୍କ ଏହି ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦଳର ସଭାପତି ଏବଂ ସଂଘଠନ ମନ୍ତ୍ରୀଙ୍କୁ ଦଳର ନେତା ଅଜୟ କଂଶାରୀ , ଅକ୍ଷୟ ଦାସ , ପ୍ରଫୁଲ୍ଲ ମିଶ୍ର , ସୁବ୍ରତ ପଟ୍ଟନାୟକ , ସନ୍ତୋଷ ବିରାଟ , ବାସୁ ସରଘରିଆ, ଉମେଶ ନାଗ ,ମନୋଜ ପଟ୍ଟନାୟକ , ଗଡୁ ବାଗ , ଆମ୍ରୀତ ଓରାମ , ସୁବାସ ମୋହାତୋ , ମନୋଜ ସ୍ୱାଇଁ , ବଳରାମ ସମାସି , ରଞ୍ଜିତା କିସପୋଟା , ମମତା ମହାନ୍ତି , ପ୍ରତିମା ରାଉତ , ସବିତା ସିଂ, ପ୍ରତାପ ପଟ୍ଟନାୟକ , ନରେଶ ଜେନା , ଶମ୍ଭୁ ସିଂ , ବିନତି ଭୂମିଜ୍ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଏହା ସହିତ ବିଧାୟକ ଶ୍ରୀ ତନ୍ତୀଙ୍କ ନେତୃତ୍ୱରେ ନିଶ୍ଚିତ ଭାବରେ ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦ୍ରୁତ ଗତିରେ ଆଗେଇବ ବୋଲି କାର୍ଯ୍ୟକର୍ତା ମାନେ ଆଶା ପ୍ରକାଶ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତାଲା , ପାଠ ପଢା ବାଧାପ୍ରାପ୍ତ 

masiha

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୩ ପାଳିତ 

Sunil Chandra Nayak

ଲିମସେର ଗ୍ରାମର ମହେଶ ମେହେର ଗୋଲାମୁଣ୍ଡା ବ୍ଲକରେ ମାଟ୍ରିକ ପରୀକ୍ଷାରେ ଟପ୍ପର 

masiha

Leave a Comment

error: Content is protected !!