ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ରାଉରକେଲା : ନିକଟରେ ଓଡିଶାର ସମସ୍ତ ଜିଲ୍ଲାର ଯୋଜନା ବୋର୍ଡର ଅଧକ୍ଷ ଭାବେ ମାନ୍ୟବର ବିଧାୟକ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ସୁନ୍ଦରଗଡ ରାଜସ୍ବ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ବିଧାୟକ ଶ୍ରୀ ତନ୍ତୀଙ୍କ ଏହି ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦଳର ସଭାପତି ଏବଂ ସଂଘଠନ ମନ୍ତ୍ରୀଙ୍କୁ ଦଳର ନେତା ଅଜୟ କଂଶାରୀ , ଅକ୍ଷୟ ଦାସ , ପ୍ରଫୁଲ୍ଲ ମିଶ୍ର , ସୁବ୍ରତ ପଟ୍ଟନାୟକ , ସନ୍ତୋଷ ବିରାଟ , ବାସୁ ସରଘରିଆ, ଉମେଶ ନାଗ ,ମନୋଜ ପଟ୍ଟନାୟକ , ଗଡୁ ବାଗ , ଆମ୍ରୀତ ଓରାମ , ସୁବାସ ମୋହାତୋ , ମନୋଜ ସ୍ୱାଇଁ , ବଳରାମ ସମାସି , ରଞ୍ଜିତା କିସପୋଟା , ମମତା ମହାନ୍ତି , ପ୍ରତିମା ରାଉତ , ସବିତା ସିଂ, ପ୍ରତାପ ପଟ୍ଟନାୟକ , ନରେଶ ଜେନା , ଶମ୍ଭୁ ସିଂ , ବିନତି ଭୂମିଜ୍ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଏହା ସହିତ ବିଧାୟକ ଶ୍ରୀ ତନ୍ତୀଙ୍କ ନେତୃତ୍ୱରେ ନିଶ୍ଚିତ ଭାବରେ ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦ୍ରୁତ ଗତିରେ ଆଗେଇବ ବୋଲି କାର୍ଯ୍ୟକର୍ତା ମାନେ ଆଶା ପ୍ରକାଶ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ 

masiha

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!