ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଆସିକା, ୩/୪/୨୬/ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ବାହାର ପୁର ପଞ୍ଚାୟତ ଅନ୍ତର୍ଗତ ଡାକିବଜା ଗ୍ରାମର ସ୍ବର୍ଗତ ଖଲି ଜେନାଙ୍କ ଧର୍ମପତ୍ନୀ ସରୋଜିନୀ ଜେନା ଙ୍କର 85 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ,ପରୋପକାରୀ ଓ ସହୃଦୟ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନିପୁଅ ସତ୍ୟବାଦୀ,ବିନୋଦ,ମନୋଜ,ଦୁଇ ଝିଅ ତନୁଲତା,ମଞ୍ଜୁଳା ଓ ଜ୍ୱାଇଁ ନନ୍ଦ କୁମାର, ଦିନବନ୍ଧୁ ଙ୍କ ସହ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

masiha

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

masiha

Leave a Comment

error: Content is protected !!