ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଭାବରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ନୂତନ ଭାବରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ବସ୍ତା,29/01 :ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋମବାର ମଧ୍ୟାହ୍ନ ଗୁଟେ ସମୟରେ ପାଉଁଶକୁଲି ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଭାବରେ ନିଯୁକ୍ତି ପାଇଥିବା କୌଶିକ ରାୟଙ୍କୁ ଡାକ୍ତରଖାନା ପରିଚାଳନା କମିଟି ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ଡାକ୍ତରଖାନା ପରିଚାଳନା କମିଟି ସଭାପତି ଅଫିସର ରବିନ୍ଦ୍ର ନାଥ ମହାନ୍ତି,ସମ୍ପାଦକ ଜ୍ୟୋତିର୍ମୟ ନନ୍ଦ,କାଳିଚରଣ ଜେନା,ପର୍ଶୁରାମ ପ୍ରଧାନ,ଗୌରାଙ୍ଗ ଚରଣ ପାତ୍ର,ବରିଷ୍ଠ ସଦସ୍ୟ ଧ୍ରୁବଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

masiha

ଏକ ମିଳିତ ମଞ୍ଚ ଗଠନ

Sunil Chandra Nayak

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ 

Sunil Chandra Nayak

Leave a Comment

error: Content is protected !!