ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଟେମରା ପଞ୍ଚାୟତ ଅନ୍ତର୍ଗତ ବୋବରିଆ ଗ୍ରାମ ରେ ଆଜି ସକାଳୁ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଘର ଭିତରେ ଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ଠାରୁ ଅଭିଯୋଗ ମିଳିବା ପରେ ଘଟଣାସ୍ଥଳ ରେ କୋକସରା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଶବ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ବୋବରିଆ ଗ୍ରାମ ର ଲୋଚନ ମାଝୀ (୪୮) ଙ୍କ ମୃତ ଦେହ ନିଜ ଘରେ ଝୁଲୁଥିବା ପରିବାର ଲୋକେ ସକାଳୁ ଦେଖି ସ୍ଥାନୀୟ ପୋଲିସ କୁ ଜଣାଇଥିଲେ।ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ଯବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ପଠାଇଛନ୍ତି | ପ୍ରାଥମିକ ତଦନ୍ତରୁ ମାନସିକ ଭାରସାମ୍ୟ ହରାଇ ଯୁବକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ନିକଟରୁ ।ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଣ୍ଡକୁଳ ଠାରେ ବେଆଇନ ଭାବେ ଚାଲିଛି ବାଲି ଚାଲାଣ , ବିନା ନମ୍ବରରେ ଚାଲିଛି ଟ୍ରାକ୍ଟର ପୁଣି ବାଲି ଚାଲାଣ

ଚାରି ବାଘ ଛାଲ ଜବତ

Sunil Chandra Nayak

ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି 

masiha

Leave a Comment

error: Content is protected !!