ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାଦବ ସମାଜ ର ସାଂଗଠନିକ ବୈଠକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ ଠାରେ ଯାଦବ ସମାଜ ର ଖଡ଼ିଆଳ ନଗର ର ୧୩ଗୋଟି ୱାର୍ଡ ର ସଦସ୍ୟ ଙ୍କୁ ନେଇ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥ୍‌ରେ ଶୁକ୍ର ବାଗ ସଭାପତତ୍ୱ କରିଥିବାବେଳେ ଯାଦବ ସମାଜ ର ଉନ୍ନତି ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଯାଦବ ସମାଜ କୁ କିପରି ଭାବେ ଏକ ହୋଇ ଆଗାମୀ ଦିନରେ ସମାଜ ପ୍ରତି ଉନ୍ନତିମୂଳକ କାର୍ଯ୍ୟ କରିବେ ସେ ନେଇ ଗରୁଦଡେଶ୍ବର୍ ଗହିର ମତବ୍ୟକ୍ତ କରିଥିଲେ। ଏହି ବୈଠକ ରେ ସମାଜ କୁ ସମସ୍ତ  ନୂତନ ରୂପ ରେ ଗଢ଼ିବା କୁ ସମସ୍ତ ସଦସ୍ୟ ଙ୍କ ଅବଗତ କରାଯାଇଥିଲା। ଏଥିରେ ସମ୍ପାଦକ ସୁନୀଲ କୁମାର ନାଗ, ରାଜ ହଂସ, ହେମେନ୍ତ ବନ୍ଦିଛୋର୍, ମନୋଜ ବନ୍ଦିଛୋର୍, ଘାସିରାମ ଭୋଇ, ସନ୍ତୋଷ ବାଗ, ପ୍ରହଲ୍ଲାଦ ପୋଡ, ସଇଲେନ୍ଦ୍ର ସଲମା, ଗିରିଧାରୀ ହଂସ, ଜୟସିଂହ କେତକୀ, ଚନ୍ଦ୍ର ଶେଖର ବକୁଳ, ଜୟରାମ ଛତ୍ରିଆ, ବିଶ୍ବନାଥ କଟା,ରବିକାନ୍ତ ଠେଲା ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖୁ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ

Sunil Chandra Nayak

ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ ଯୁବ ଆଇନଜୀବୀ ସମାଜ ସେବୀ ଦିନେଶ ତିୱାରୀ ସମ୍ମାନିତ

ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!