ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଉଦଘାଟିତ

ଜୁନାଗଡ଼, ୧୦/୦୫(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଆଜି ରାଜ୍ୟ ସରକାରଙ୍କ ଶିଳ୍ପ, ଶକ୍ତି, ଏମଏସଏମଇ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି।ଉଦଘାଟନୀ ଉତ୍ସବରେ ବିଭାଗୀୟ ସିଇଓ ଏସ ଗଜାନନ ତାଣ୍ଡି, ମୁଖ୍ୟ ଅପରେଟର ସୁମିତ ଘୋସ,ଏଚଆର ମୂଖ୍ୟ କସମସ ଲାକ୍ରା, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,ଅଧକ୍ଷ୍ୟା ହିମାଦ୍ରୀ ନାଏକ,କାର୍ଯ୍ୟନିର୍ବାହୀ ଅଧିକାରୀ ,ବିସମ୍ବର ମିଶ୍ର,,ନିର୍ବାହୀ ଯନ୍ତ୍ରୀ ଲୋକନାଥ ଦାସ,ବିଡ଼ିଓ ଦୁଲରାମ ମାରାଣ୍ଡି, ଏସଡିଓ ମନୋଜ ପଟ୍ଟନାୟକ, ଭିଭାଗୀୟ କର୍ମଚାରଙ୍କ ସମେତ ସହରର ଅନେକ ଲୋକ ଉପସ୍ଥିତ ଥିଲେ।ଏହି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜୁନାଗଡ଼ ଅଞ୍ଚଳର ବିଦ୍ୟୁତ ସମସ୍ୟା ସମାଧାନ ହେବା ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ  ମତବ୍ୟକ୍ତ କରି କହିଥିଲେ ,ପୁଣି ଇନ୍ଦ୍ରାବତୀ ରୁ ବିତ୍ୟୁତ ଯୋଗାଣ ପାଇଁ କାର୍ଯ୍ୟ ଚାଲୁରହିଥିବାରୁ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ ଭାବେ ସୁଗମ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

Sunil Chandra Nayak

ରାଜ୍ୟରେ ଖନନ ହେବ ୧ଲକ୍ଷ ନୂଆ ବୋରୱେଲ୍‌

Sunil Chandra Nayak

Leave a Comment

error: Content is protected !!