ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ 

କଟକ ୯/୪, ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ନରୁଆ ଗ୍ରାମରେ ପରମ ପ୍ରେମମୟ ଶଙ୍କଟ ମୋଚନ ହାରୀ ଶ୍ରୀ ଶ୍ରୀ ହନୁମାନଜୀଉଙ୍କ ୨୭ତମ ପ୍ରତିଷ୍ଠା ଦିବସ ଉତ୍ସବ ଚଳିତ ମାସ ୧୨ତାରିଖ ରୁ ଆରମ୍ଭ ହୋଇ ୧୬ତାରିଖ ପଯ୍ୟନ୍ତ ଚାଲୁ ରହିବ। ଏହି ଉପଲକ୍ଷେ ଅଙ୍କୁରାରୋପଣ, କଳସ ଯାତ୍ରା, ପ୍ରତ୍ୟେକ ଦିନ ସୁନ୍ଦରକାଣ୍ଡ, ଚାଳିଶା,ବେଦ ପାଠ, ଗୋ ପୂଜା ଓ ଶେଷ ଦିନ ପୂର୍ଣ୍ଣାହୁତି ଇତ୍ୟାଦି କରାଯିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆ ଧ୍ୟାତ୍ତିମିକ ସାଂସ୍କୃତିକ କାର୍ଯ୍ଯ କ୍ରମ ଅନୁଷ୍ଠିତ କରାଯିବଉ ବୋଲି ଶ୍ରୀ ଶ୍ରୀ ହନୁମାନ ଜୀଉ ଓ ଗଣେଶ ଜୀଉ ପରିଚାଳନା କମିଟି ତରଫରୁ ଶ୍ରୀ ରଂଜନ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: କଟକର ନବରଙ୍ଗ ସଙ୍ଗୀତରେ ଝୁମିଲେ ଦର୍ଶକ ଓ ଭକ୍ତ

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

Sunil Chandra Nayak

Leave a Comment

error: Content is protected !!