ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡା ଓ ଚିଲିଗୁଡାରେ ଆମ୍ବେଦକର ଜୟନ୍ତୀ ପାଳିତ

ମୁଣ୍ଡରା ଗୁଡା ଓ ଚିଲିଗୁଡାରେ ଆମ୍ବେଦକର ଜୟନ୍ତୀ ପାଳିତ

ଜୁନାଗଡ଼, ୧୪/୪ (ମନୀ ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଓ ଚିଲିଗୁଡାରେ ଡ଼,ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଣ୍ଡରାଗୁଡା ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ହାବସପୁର ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ଼, ବିବେକାନନ୍ଦ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମୂଖ୍ୟ ବକ୍ତା ଭାବେ ତପସ୍ୱୀନୀ ଦୁର୍ଗା ଯୋଗଦାନ କରି ଆମ୍ବେଦକରଙ୍କ ଜୀବନୀ ଓ ସଂଘର୍ଷ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସମାଜସେବୀ ଚନ୍ଦ୍ର ଶେଖର ସୁନାନୀ ,ପ୍ରଧାନ ଶିକ୍ଷକ କନ୍ଦର୍ପ ନ।ଏକ ଏବଂ ଭିଟି ନୀଳକଣ୍ଠ ନ।ଏକ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ କୁ ଯୁବ ସମାଜସେବୀ ଗଜିନ୍ଦ୍ର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ମୁଣ୍ଡର।ଗୁଡା ଆମ୍ବେଦକର ଯୁବ ସଙ୍ଗଠନର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ଆମ୍ବେଦକର ପ୍ରେମୀ ମାନେ ଯୋଗଦେଇଥିଲେ ।ଠିକ ସେହିପରି ଚିଲିଗୁଡା ଠାରେ ମଧ୍ୟ ଆମ୍ବେଦକର ଜୟନ୍ତୀ ସଭାପତି ନୀଳକଣ୍ଠ ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ , ଅଦଳ ନିଆଲ ,ରୋଗନ ଛତ୍ରିଆ , ସୁରେସନ ଛତ୍ରିଆ , ସେନାପତି କୁମାର , ମନ୍ଦ।କିନି ନିଆଲ ,କ୍ଷମା ଶିଳା ଛତ୍ରିଆ ,ଉର୍ମିଳା ନିଆଲ ଏବଂ ମାଧୁରୀ ସେନାପତି ଯୋଗଦାନ କରିଥିଲେ ।ଠିକ ସେହିପରି ଚିଲିଗୁଡା ଠାରେ ମଧ୍ୟ ଆମ୍ବେଦକର ଜୟନ୍ତୀ ସଭାପତି ନୀଳକଣ୍ଠ ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ , ଅଦଳ ନିଆଲ ,ରୋଗନ ଛତ୍ରିଆ , ସୁରେସନ ଛତ୍ରିଆ , ସେନାପତି କୁମାର , ମନ୍ଦ।କିନି ନିଆଲ ,କ୍ଷମା ଶିଳା ଛତ୍ରିଆ ,ଉର୍ମିଳା ନିଆଲ ଏବଂ ମାଧୁରୀ ସେନାପତି ଯୋଗଦାନ କରିଥିଲେ ।ଠିକ ସେହିପରି ଚିଲିଗୁଡା ଠାରେ ମଧ୍ୟ ଆମ୍ବେଦକର ଜୟନ୍ତୀ ସଭାପତି ନୀଳକଣ୍ଠ ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ , ଅଦଳ ନିଆଲ ,ରୋଗନ ଛତ୍ରିଆ , ସୁରେସନ ଛତ୍ରିଆ , ସେନାପତି କୁମାର , ମନ୍ଦ।କିନି ନିଆଲ ,କ୍ଷମା ଶିଳା ଛତ୍ରିଆ ,ଉର୍ମିଳା ନିଆଲ ଏବଂ ମାଧୁରୀ ସେନାପତି ଯୋଗଦାନ କରିଥିଲେ ।ଠିକ ସେହିପରି ଚିଲିଗୁଡା ଠାରେ ମଧ୍ୟ ଆମ୍ବେଦକର ଜୟନ୍ତୀ ସଭାପତି ନୀଳକଣ୍ଠ ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ , ଅଦଳ ନିଆଲ ,ରୋଗନ ଛତ୍ରିଆ , ସୁରେସନ ଛତ୍ରିଆ , ସେନାପତି କୁମାର , ମନ୍ଦ।କିନି ନିଆଲ ,କ୍ଷମା ଶିଳା ଛତ୍ରିଆ ,ଉର୍ମିଳା ନିଆଲ ଏବଂ ମାଧୁରୀ ସେନାପତି ଯୋଗଦାନ କରିଥିଲେ ।ଠିକ ସେହିପରି ଚିଲିଗୁଡା ଠାରେ ମଧ୍ୟ ଆମ୍ବେଦକର ଜୟନ୍ତୀ ସଭାପତି ନୀଳକଣ୍ଠ ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ , ଅଦଳ ନିଆଲ ,ରୋଗନ ଛତ୍ରିଆ , ସୁରେସନ ଛତ୍ରିଆ , ସେନାପତି କୁମାର , ମନ୍ଦ।କିନି ନିଆଲ ,କ୍ଷମା ଶିଳା ଛତ୍ରିଆ ,ଉର୍ମିଳା ନିଆଲ ଏବଂ ମାଧୁରୀ ସେନାପତି ଯୋଗଦାନ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

masiha

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ 

Sunil Chandra Nayak

Leave a Comment

error: Content is protected !!