ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

ଚିକିଟି ବ୍ଲକ ,ଗ୍ରାମ ପଞ୍ଚାୟତ ସୁରଳା (ବଡ଼ ସାହି) ନିବାସୀ ପିତା :ନିରଞ୍ଜନ ବେହେରା , ଇଂରାଜୀ (ଅଧ୍ୟାପକ) ନୂଆପଡ଼ା କଲେଜ, ମାତା : ରଶ୍ମିତା ବେହେରା (ଗୃହିଣୀ ) ଙ୍କ ଜ୍ୟେଷ୍ଠ ପୁତ୍ର ଖୁଶଲ କୁମାର ବେହେରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ପିତାତଳି,ଚିକିଟି ବ୍ଲକ , ଗଞ୍ଜାମ, ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।ସେ ଏଥିପାଇଁ ନିଜର ପିତା, ମାତା, ପରିବାର ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Related posts

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି  ୦୭ ଜୁଲାଇ ୨୦୨୫ ତାରିଖ ଠାରୁ ୧୧ ଜୁଲାଇ ୨୦୨୫- କଳା ବ୍ୟାଜ୍ ପରିଧାନ 

masiha

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

masiha

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!