ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଠ ଛଡା ଦନ୍ତାହାତି କରୁଛି ଭୟଙ୍କର ତାଣ୍ଡବ 

ଗୋଠ ଛଡା ଦନ୍ତାହାତି କରୁଛି ଭୟଙ୍କର ତାଣ୍ଡବ 

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳ ଅଧିନସ୍ଥ କାଶିରା ଗ୍ରାମରେ ହାତୀ ଭୟଙ୍କର ତାଣ୍ଡବ କରିଥବା ଗ୍ରାମବାସୀଙ୍କ ଅଭିଯୋଗ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଯିବ ଯନ୍ତୁ ।,ଆଜି ୧ଟା ସମୟରେ ଗୋଟିଏ ଦନ୍ତାହାତୀ କାଶିରା ଗ୍ରାମରେ ପଶି ଗୋଟିଏ ଗରିବ ମା ଯାନିକି ଚୌଧୁରୀଙ୍କ ଘର ଭାଙ୍ଗିବା ପରେ କୋଇଡ଼ା ବନବିଭାଗ କର୍ମ ଚାରି ସେଠାରେ ପହଂଚି ଭଙ୍ଗା ଘରକୁ ଫୋଟ ଉଠାଇ ଚାଲିଯାଇଥିଲେ,ପୁଣି ସେହି ଗାଁରେ ବାୟଧର ଚୌଧୁରୀ, ଓ ଶୁକଦେବ ଚୌଧୁରୀଙ୍କ ଘର ଭାଙ୍ଗି ଚାଉଳ ପତ୍ର ଖାଇ ଆସବା ପତ୍ର ପିଙ୍ଗାରୁଜା କରୁଥିବା ସମୟରେ ଗାଁ ର ଲୋକେ ବାହାରି ହାତୀକୁ ଘଡ଼ାଇ ଜଙ୍ଗଲ ମୁହାଁ କରିଦେଇ ଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ହାତୀ ଯଦି ୧ଟା ସମୟରେ ପଶି ଘର ଭାଙ୍ଗିଲା ତାହେଲେ ବନବିଭାଗ ହାତୀର ଗତିବିଧି ଉପରେ କାହିଁକି ନଜର ଦେଲାନାହିଁ ଯଦି ବନବିଭାଗ ନଜର ଦେଇଥାନ୍ତେ ତାହେଲେ ଆଉ ଦୁଇଟି ନିରୀହ ଲୋକଙ୍କ ଘର ଭାଙ୍ଗି ନ ଥାଆନ୍ତା,ଏପରି କିଛି ଦିନ ତଳେ କଲତା ପଞ୍ଚାୟତ ଜାରା ଗ୍ରାମରେ ବି ସମ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୁନ୍ଦରଗଡ଼ କୋଇଡା ରୁ ବନମାଳୀ ବାରିକ

Related posts

ଜେଜେ ବାପାଙ୍କ ଆଶ୍ରୟ ରେ ଥିବା ତିନି ଭାଇ ଭଉଣୀ ଙ୍କୁ ସାକ୍ଷାତ୍ କଲେ ଖୁସି ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା

Sunil Chandra Nayak

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ସଡକଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହାୟତା

କରାଟିକିଲି ଠାରେ ବିଶ୍ୱ ପରିବେଷ ଦିବସ ପାଳିତ 

masiha

Leave a Comment

error: Content is protected !!