ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

ଭବାନୀପାଟଣା ତା ୨୪/୦୪/୨୦୨୬ ରିଖ ବିବେକ ଜଳ ତରଫରୁ ଜଳଛତ୍ର ଭବାନୀପାଟଣା ସହର କଲେଜ ଛକ ନିକଟ ରେ ଉଦଘାଟନ ହୋଇଯାଇଛି | ସହର ରେ ଦିନ କୁ ଦିନ ବଢୁଥିବା ତାପମାତ୍ରା କୁ ଦୃଷ୍ଟିରେ ରଖି ବିବେକ ଜଳ ର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ସହଯୋଗ ସହ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ଉଦଘାଟନ କରି ଜନ ସାଧାରଣ ବାଟୋଇ ମାନଙ୍କ ପାଇଁ ଉଦିଷ୍ଟ ଏବଂ ଆଗାମୀ ଦିନ ରେ ବିଭିନ୍ନ ଛକ ଓ ଜନ ଗହଳି ପୂର୍ଣ୍ଣ ସ୍ଥାନ ରେ ଜଳ ଛତ୍ର କାର୍ଯ୍ୟକ୍ରମ ହେବ ବୋଲି ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଅମର ଲାଲ ସି, ପ୍ରସନ୍ନ ପଟ୍ଟନାୟକ, ରମେଶ ପଳେଇ, ଆଶିଷ କୁମାର ସାହୁ, ସନ୍ତୋଷ ପରିଡା, ଅଶୋକ କୁମାର ଖମାରୀ, କୁମୁଦକାନ୍ତ ବାଗ, ଦୀନବନ୍ଧୁ ଛତ୍ରିଆ, ପ୍ରଶାନ୍ତ କୁମାର ପ୍ରଧାନ, ପରୀକ୍ଷିତ ଚୌହାନ, ଗଜେନ୍ଦ୍ର ଡାକୁଆ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ | ବିବେକ ଜଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ଜନ ସାଧାରଣରେ ପ୍ରଶଂସା କରାଯାଇଛି |

Related posts

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା  ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ

Sunil Chandra Nayak

ରାୟଗଡା ଜିଲ୍ଲାପାଳ ଙ୍କ ଅଭିଯୋଗ କକ୍ଷରେ ନିବେଦନ ପାତ୍ର ଦାଖଲ କଲେ ସାଇଲଷ୍ମୀ ନିବାସୀ

Sunil Chandra Nayak

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

Leave a Comment

error: Content is protected !!