ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଇଞ୍ଜିନିୟର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା:୧୧/୫- ମ.ନି.ସ:- କଳାହାଣ୍ଡି ଭବାନୀପାଟଣା ସ୍ଥିତ ସରକାରୀ ଇଞ୍ଜିନିୟର ମହାବିଦ୍ୟାଳୟରେ ୨ ଦିନ ଧରି ବାର୍ଷିକ ଉତ୍ସବ ଧୂମଧାମରେ ପାଳନ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୂଖ୍ଯ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଶ୍ବ ବିଦ୍ୟାଳୟ ଉପ – କୁଳପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସତପଥୀ ଯୋଗଦେଇ ଥିବାବେଳେ ମୂଖ୍ଯ ବକ୍ତା ଭାବରେ ଶ୍ରୀଯୁକ୍ତ ଲମ୍ବୋଦର ପ୍ରସାଦ ସିଂହ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ସଭାପତି ଶ୍ରୀଯୁକ୍ତ ସତ୍ଯଜିତ୍ କର ପ୍ରଫେସର କୃଷି ବିଶ୍ବ ବିଦ୍ୟାଳୟ ଉତ୍କଳ ୟୁନିଭରସିଟି, ଓଡିଶା ବିଜ୍ଞାନ ମଣ୍ତଳ ବିଭାଗ, କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ଭବାନୀପାଟଣା ଠାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ପ୍ରାୟ ୮୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଦୁଇଦିନିଆ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ବେଶ୍ ମନଛୁଆଁ ହୋଇ ପାରିଥିବା ବେଳେ ଉପସ୍ଥିତ ରହିଥିବା ସମସ୍ତ କଲେଜର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମନଭରି ଉପଭୋଗ କରିଥିଲେ।

କିଶନ ଶର୍ମା ଙ୍କ ରିପୋର୍ଟ।

Related posts

ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି 

Sunil Chandra Nayak

କୋକସରା ବ୍ଲକ ବରାଡଙ୍ଗା ରେ ଶ୍ରମିକ ଦିବସ ପାଳନ

ତ୍ରିଲୋଚନ ପାଢୀ ଙ୍କ କବିତା ଆଲୋକର ପର୍ବ ଦୀପାବଳୀ

Sunil Chandra Nayak

Leave a Comment

error: Content is protected !!