ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ ମନୋନୀତ 

ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ ମନୋନୀତ 

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ରୂପେ ସୁବେର ସିଂ ଦେଓ ମନୋନୀତ ହୋଇଛନ୍ତି। ବିଜେଡି କର୍ମୀ ମହଲ ରେ ଖୁସିର ଲହରୀ ଖେଳିଥିବା ବେଳେ ସଙ୍ଗଠାନିକ ମଜଭୁତ ପାଇଁ କାର୍ଯ୍ୟ କରିବାକୁ ପ୍ରକାଶ କରିଛନ୍ତି।

Related posts

ବି ଜେ ପି ମଣ୍ଡି ଅବ୍ୟବସ୍ଥା ନେଇ ଦେଲା ଦାବୀପତ୍ର ଓ ଗୋବିନ୍ଦ ସାହୁଙ୍କ ମ୍ରୁତ୍ୟୁ ସନ୍ଦେହ ନେଇ ସତ୍ୟାଗ୍ରହ ପ୍ରତିବାଦ

Sunil Chandra Nayak

ବିଜୁବାବୁଙ୍କ ଉତ୍ସର୍ଗୀକୃତ ଦେଶପ୍ରେମ ଅନନ୍ୟ,, ବିଧାୟକ ଦିବ୍ୟଶଙ୍କର ମିଶ୍ର

Sunil Chandra Nayak

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

masiha

Leave a Comment

error: Content is protected !!