ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

ଦୁଇଟି ମୁଖ୍ୟ ଦାବୀ :  ୧. ମୂଳ ଗ୍ରେଡ ପେ’ ୪୨୦୦ କୁ ବୃଦ୍ଧି / ୨. ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହିତ ୬ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ

ଭୁବନେଶ୍ୱର : ଅଦ୍ୟ ତା ୧୩ ମେ’ (ଗୁରୁବାର) ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶାର ଆବାହକ ରାମଲାଲ ପଟେଲଙ୍କ ନେତୃତ୍ୱରେ , ଷ୍ଟିଅରିଂ କମିଟି ସଦସ୍ୟ ମାନଙ୍କ ସହିତ ଗଣଧାରଣା ସ୍ଥଳରେ ସୁଦୂର କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ଯାକ ବ୍ଲକର ଶିକ୍ଷକ ପ୍ରତିନିଧି ମାନଙ୍କ ସମେତ ପୁରୀ, ଖୋର୍ଦ୍ଧା , ବରଗଡ଼ , ରାୟଗଡ଼ା , ସୁନ୍ଦରଗଡ଼, ବଲାଙ୍ଗୀର, ଭଦ୍ରକ, କଟକ ଆଦି ଜିଲ୍ଲାର ଶିକ୍ଷକ ନେତୃତ୍ୱ ମାନେ ମଧ୍ୟ ଯୋଗ ଦେଇ ପ୍ରାଥମିକ ଶିକ୍ଷକ ମାନଙ୍କର ଦୁଇ ଦଫା ଦାବୀକୁ ତୁରନ୍ତ ସରକାର ପୂରଣ କରିବାକୁ ଦୃଢ ମତ ପ୍ରଦାନ ଦେଇଛନ୍ତି । ଯଥାଶୀଘ୍ର ରାଜ୍ୟ ସରକାର ଦାବୀ ପୂରଣ ନ କଲେ ଏହି ଗଣଧାରଣାକୁ ଗତ ଡିସେମ୍ବର ଆନ୍ଦୋଳନ ଭଳି ପୁଣି ଏକ ବିଶାଳ ଆନ୍ଦୋଳନ କରିବାକୁ ଆହ୍ଵାନ ଦେଇଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

 

 

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଭେଟିଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କର୍ମକର୍ତା

masiha

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

Sunil Chandra Nayak

ଦରମା ବୃଦ୍ଧି ଏବଂ ସୁରକ୍ଷା ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପଜିଲ୍ଲାପାଳଙ୍କ୍କୁ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!