ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ଦୁଇ କଳା ରେ ଜୁନାଗଡ ଚମେଲୀ ଦେବୀ କଲେଜ ରେ ୮୧ପ୍ରତିଶତ ସଫଳତା 

ଯୁକ୍ତ ଦୁଇ କଳା ରେ ଜୁନାଗଡ ଚମେଲୀ ଦେବୀ କଲେଜ ରେ ୮୧ପ୍ରତିଶତ ସଫଳତା 

ଜୁନାଗଡ଼ ୨୧/୫(ମନୀ ସ )ଜୁନାଗଡ଼ ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ ଯୁକ୍ତ ୨ପରୀକ୍ଷା ଫଳ ରେ ଶତକଡା ୮୧ପ୍ରତିଶତ ଛାତ୍ରୀ ପାସ କରି ସଫଳତା ହାସଲ କରିଛନ୍ତି l ମୋଟ ୧୧୪ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୯ଜଣ, ଦ୍ୱିତୀୟ ଶ୍ରେଣୀ ରେ ୧୭ଜଣ,ଏବଂ ତୃତୀୟ ଶ୍ରେଣୀ ରେ ୬୭ଜଣ ଛାତ୍ରୀ ପାସ କରିଛନ୍ତି l କଲେଜ ଛାତ୍ରୀ ମାନଙ୍କ ର ଏହି ସଫଳତା ନେଇ କଲେଜ ପ୍ରତିଷ୍ଠାତା ସଦସ୍ୟ ତଥା ଉପଦେଷ୍ଟା ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, ଅଧ୍ୟକ୍ଷl ପ୍ରିୟ ମଞ୍ଜରୀ ପଣ୍ଡା,ଅଧ୍ୟାପକ ରୁଦ୍ର ନାରାୟଣ ବେହେରା, ଚନ୍ଦ୍ରଚୂଡ଼ ବେହେରା, ବିଶ୍ଵପତି ମୁଣ୍ଡ, ଅଧ୍ୟାପିକା ସସ୍ମିତା ମୁଣ୍ଡ,ସୁଦର୍ଶନ ସିଂ, ବୀଣାଧର ତୋଲଟିଆ, କିରଣ ବିଶି, ଶାନ୍ତିଲତା ବୈଠାରୁ ଏବଂ ଅଭିଭାବକ ମାନେ ଶୁଭେଚ୍ଛା ଜଣେଇଛନ୍ତି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

First state executive body meeting of the Journalist Council of India, Odisha wing was held in Bhubaneswar.

masiha

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!