ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ 

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ 

ରାଉରକେଲା: ହମିରପୁର ଅଞ୍ଚଳର ବରିଷ୍ଠ ନାଗରିକ ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ଫେଲିକ୍ସ ଖାଲକୋ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଖାଲକୋ ଙ୍କ ବିୟୋଗରେ ହମିରପୁର ସ୍ଥିତ ସାକ୍ରେଡ ହାର୍ଟ କାଥେଡ୍ରଲ ଚର୍ଚ୍ଚ ଠାରେ ସାମୁହିକ ପ୍ରାର୍ଥନା ଓ ସେଣ୍ଟ ମଦର ଟେରେସା ପାରିସ ହଲ ଠାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫାଦର ସୁଶିଲ କୁମାର କେରକେଟା ଙ୍କ ତତ୍ବାବଧାନରେ ଆୟୋଜିତ ଏହି ଶୋକସଭାରେ ହମିରପୁର ଅଞ୍ଚଳର ବହୁ ବ୍ୟକ୍ତି ଯୋଗ ଦେଇ ଅମର ଆତ୍ମାର ସଦଗତି ପାଇଁ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଖାଲକୋ ଙ୍କ ପତ୍ନୀ ଆଲଫୋନସା ଲାକ୍ରା,ସତିଶ, ରୋଜାଲିନ,ପୱନ,ଆମିଶି,ମନିଶା ପ୍ରମୁଖ ପରିବାର ବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ସମ୍ବଳ ର ସୁପରିଚାଳନା ନେଇ ତାଲିମ

masiha

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

Sunil Chandra Nayak

Leave a Comment

error: Content is protected !!