ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥାୟନ 

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥାୟନ 

ଭୁବନେଶ୍ବର ୩୧/୫ ; ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସ‌ହ‌ଯୋଗରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆଧାର କରି ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମ ପ୍ରତି ଇଂରାଜୀ ମାସ ପ୍ରଥମ ତାରିଖରେ ଅନ୍ନପୂର୍ଣା ଥୁଏଟର ‘ଏ’ ଗ୍ରୁପ୍, ବଡ଼ଦାଣ୍ଡ, ପୁରୀ ଓ ପ୍ରତି ଇଂରାଜୀ ମାସ ଶେଷ ତାରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଆୟୋଜିତ ହେଉଅଛି । ଏହା କୁ ଆୟୋଜନ କରିଥିଲେ ଡକ୍ଟର ଚନ୍ଦ୍ରଶେଖର ହୋତା ସଚିବ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତି ସୁମନ ଅର୍ପଣ କରିବେ ,ଶ୍ରୀ ଅଭିନନ୍ଦନ ଦାସ ଏବଂ ଜଗନ୍ନାଥ ପରିବାର ଡ଼ ଭଗବାନ ଦାଶ ଓ ଡ଼ା ଦୁର୍ଯ୍ୟୋଧନ ସାହୁ ଉପସ୍ଥିତ ଥିଲେ।ଆଜି ର ନାଟକ “ମହାମନ୍ଦିର”ଉପସ୍ଥାପନା- ଶିଳାଶ୍ରୀ ସାହିତ୍ୟ ସଂସ୍କୃତି ପରିଷଦ, ଭୁବନେଶ୍ଵର।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

ବଡଓଲମା ରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

masiha

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!