ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି 

ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି 

ବନ୍ଧୁଗାଁ ତା ୨୪ /୬/୨୬,ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାମେଲି ଓଝା ଙ୍କୁ ନ୍ୟାୟ ପ୍ରଦାନ ଦାବୀକୁ ନେଇ ସରପଞ୍ଚ ସଂଘ କରିଥିବା ଦାବୀକୁ ଆଜି ସରକାର ମାନିବା ପରେ ନିଜ ପଞ୍ଚାୟତ ସ୍ତରୀୟ ହୋଇ ଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ପଞ୍ଚାୟତ ର ସମସ୍ତ ବିଭାଗର କର୍ମଚାରି ଓ ଶେଖର କଣ୍ଡାଗରି ପଞ୍ଚାୟତ ସରପଞ୍ଚ ନିଜ ପଞ୍ଚାୟତରେ ଉପସ୍ଥିତ ରହି ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସାରା କଣ କଣ ଉନୟନ ମୂଳକ କାର୍ଯ୍ୟ ହୋଇଅଛି ତାହା ବିଷୟରେ ଲୋକଙ୍କ ସାମନ୍ନାରେ ବୋଖାଣୀଥିଲେ । ପେଦାଅଲୋଡ଼ା ପଞ୍ଚାୟତ ସଦର ପଞ୍ଚାୟତରେ ଉପସ୍ଥିତିରେ ପିଈଓ ବାଡ଼ି ମହେଶ୍ଵର ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇ ଥିଲା। ଅତିଥି ଭାବେ ବିଜେପି ମଣ୍ଡଳ ପ୍ରଭାରୀ ଓ ବଶିଷ୍ଟ କାର୍ଯ୍ୟକର୍ତ୍ତା ଓ ସମିତି ସଭ୍ୟା ଓ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡ଼ି, ସମସ୍ତ ଆଶା, ମିଶନ ଶକ୍ତି ଶୋଷକ୍ତି କରଣ ର କର୍ମୀ ବୃନ୍ଧ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ବୃନ୍ଧ ପ୍ରମୁଖ ଉପସ୍ଥିତ ରହି ଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କୁ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା, ଚାଉଳ କାର୍ଡ ଇତ୍ୟାଦି ବଣ୍ଟନ କରିଥିଲେ। କାର୍ଯକ୍ରମରେ ଅଙ୍ଗନୱାଡ଼ି ସୁପର ଭାଇଜର, ଅଙ୍ଗନୱାଡ଼ି କର୍ମୀ, ଏସଏଚଜି ମହିଳା ମାନେ ସେମାନଙ୍କ ତିଆରି ସାମଗ୍ରୀ ପ୍ରଦର୍ଶନ କରି ଥିଲେ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ର ୫ ଦିନିଆଁ କେରଳ, କର୍ଣ୍ଣାଟକ, ତାମିଲନାଡୁ ଗସ୍ତ ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ 

masiha

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦି ରତନ ମୋହିନୀଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳୀ ସଭା

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଇଗ୍ନୋ ପାଠ୍ୟକ୍ରମ ତରଫରୁ ଛାତ୍ର ଅଧିଗ୍ରହଣ କାର୍ଯ୍ୟକ୍ରମ

Leave a Comment

error: Content is protected !!