ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ 

ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ 

ନବରଙ୍ଗପୁର:(୯{୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ଚଚରାଗୁଡା ଗ୍ରାମ ପଞ୍ଚାୟତ କେଲିଆ ଗ୍ରାମରେ ଏକ ୪ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡାବୁଗାଁ ଥାନା ପୋଲିସ ଜଣେ ନାବାଳକକୁ ଗିରଫ କରିଛି। ସୂଚନା ଯୋଗ୍ୟ – କେଲିଆ ଗ୍ରାମର ୪ ବର୍ଷର ନାବାଳିକା ଝିଅ ବୁଧବାର ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ସେହି ଗ୍ରାମର ଜଣେ ନାବାଳକ ସେହି ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ଡାବୁଗାଁ ଥାନରେ ପରିବାର ଲୋକେ ଲିଖିତ ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତ୍ତି କରି ଡାବୁଗାଁ ଥାନା କେସ ନଂ ୧୬୦/୨୬ ରେ ଏକ ମାମଲା ରୁଜୁ କରି ଦୁଷ୍କର୍ମ କରିଥିବା ନାବାଳକକୁ ଥାନାରେ ଅଟକ ରଖି ଯାଞ୍ଚ କରୁଥିବା ସୂଚନା ମିଳିଛି । ନାବାଳିକାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକତ୍ସିତ କରାଯାଉଥିବା ସୂଚନା ମିଳିଛି।ଦିନକୁ ଦିନ ନାବାଳିକା ବଳାତ୍କାର ବଢ଼ିବାରେ ଲାଗିଛି। ଯେତେବେଳ ଯାଏଁ ସରକାର ବଳାତ୍କରୀଙ୍କୁ କୋଠର ଦଣ୍ଡ ଦେଇନାହାନ୍ତି, ସେତେ ବେଳ ପର୍ଯ୍ୟନ୍ତ ଦୁଷ୍କର୍ମ ଭଳି ଅପରାଧ ରୋକଜାଇପରିବ ନାହଁ ବୋଲି ଜନସାଧାରଣରେ ଚର୍ଚା ଜୋର ଧରିଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଚଢ଼ାଉ, ୨ ଜଣ ଗିରଫ

Sunil Chandra Nayak

Vigilance Department Catches CDPO and Clerk Red-Handed in Rayagada

masiha

ଜଗତପୁର ଆର୍ଡିଶ ହୋଟେଲରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!