ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କ ମାତୃ ବିୟୋଗ

ନର୍ଲା (ମନିସ) ନର୍ଲା ବ୍ଳକ ପଲମ ଧରିତ୍ରୀ ପ୍ରତିନିଧି ଭିକାରୀ ଗଉଡଙ୍କ ମା ପୂର୍ଣ୍ଣିମା ଗଉଡ ୯୫ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଟକର୍ଲା ପଞ୍ଚାୟତ ଆଲିମ ଗାଁ ମସାଣିରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚାରି ପୁଅ ଭିକାରୀ, ଗୋପାଳ, ଭରତ ଓ ସନତ ମଧ୍ୟରୁ ବଡ଼ ପୁଅ ସାମ୍ବାଦିକ ଭିକାରୀ ଗଉଡ ମୁଖାଗ୍ନି ଦେଇଥିଲେ। ଦୀର୍ଘ ଦିନ ଧରି ପୂର୍ଣ୍ଣିମା ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ମଧ୍ୟରେ ରହି ଆସୁଥିଲେ। ଜଣେ ଧର୍ମ ପରାୟଣ ମହିଳା ଭାବେ ଜଣାଶୁଣା ସ୍ୱର୍ଗତ ପୂର୍ଣ୍ଣିମାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

Sunil Chandra Nayak

ଲଗାଣ ବର୍ଷା ରେ ବେହାଲ ଜନତା :ଚାଳ ଘର କାନ୍ଥ ଭୁସୁଡ଼ିଲା

Sunil Chandra Nayak

ଟ୍ରକରେ ପିଟି ହୋଇ ଜଣେ ମୃତ୍ୟୁ,ଦୁଇ ଆହତ

Sunil Chandra Nayak

Leave a Comment

error: Content is protected !!