ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

ଭବାନୀପାଟଣା :ଶ୍ରାବଣ ର ଝର ଝର ବର୍ଷା ରେ ସମସ୍ତ ନାରୀକବିମାନଙ୍କୁ ଭିଜାଇ ଦେଇଥିଲା ଶ୍ରାବଣୀ। ବର୍ଷା ର ରିମ ଝିମ ତାଳରେ ତାଳଦେଇ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କବି ସ୍ଥାନୀୟ ବ୍ରଜ ବିହାର ଶିଶୁମନ୍ଦିର ପରିସରରେ ମନୋମୁଗ୍ଧକର ସ୍ବସ୍ବ ରଚିତ ଶ୍ରାବଣୀ କବିତା ପାଠ କରିଥିଲେ। 

କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ଅତିଥି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ହରପ୍ରିୟା ଠାକୁର। ସଭାପତି ସୁଦେଷ୍ଣା ପଣ୍ଡା ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସମ୍ପାଦିକା କଳ୍ପନା ରଥ, ବ୍ରହ୍ମନାଦ କରିଥିଲେ କବି ଅନୀତା ମୁଣ୍ଡ ଦୀପ ପ୍ରଜ୍ବଳନ ମନ୍ତ୍ର ଗାନ କରି ଥିଲେ କବି ସୁନୀତା ଦାଶ ସରସ୍ୱତୀ ବନ୍ଦନା ଗାନ କରି ଥିଲେ କବି ବିଳାସିନୀ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ କବି ସନ୍ଧ୍ଯା ରାଣୀ ବେହେରା। 

କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଦୁଇ ନୂତନ ସଦସ୍ୟା ଙ୍କୁ ସ୍ବାଗତ କରଯାଇଥିଲା। ଦୀପ୍ତି ମୁଣ୍ଡ ଙ୍କ ସଂଯୋଜନା ରେ କବି ବଲ ବୀର କୌର, ମିନତି ପ୍ରଧାନ,ଅର୍ଚ୍ଚନା ମିଶ୍ର, ତନୁଶ୍ରୀ ମିଶ୍ର ,ପ୍ରେମ ଶୀଳା ବେହେରା,ମଞ୍ଜୁରାଣୀ ରଥ,ସ୍ନେହଲତା ଷଡଙ୍ଗୀ,ରଶ୍ମୀ ରାଣୀ ରଥ, କବିତା ମୁଣ୍ଡ,ଅମ୍ବୁଯାକ୍ଷୀ ବେହେରା, ,ସ୍ବର୍ଣକାନ୍ତି ବୈକାର, ଆନନ୍ଦିନୀ ପାତ୍ର,ପ୍ରିୟ ଦର୍ଶିକା ପ୍ରଧାନ, ସୁଚିସ୍ମିତା ରଥ, ସୁସ୍ମିତା ମହାପାତ୍ର, ସ୍ବପ୍ନା ପ୍ରଧାନ,ଅର୍ଚ୍ଚନା ବେହେରା, ସୁଶ୍ରୀ ସଙ୍ଗୀତା ବେହେରା ପ୍ରମୂଖ ୩୦ରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ସବିତା ଶତପଥୀ ଶାନ୍ତି ମନ୍ତ୍ର ପାଠ କରିଥିଲେ କବି ସବିତା ଦାଶ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

masiha

ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ସ୍ବୀକୃତିପ୍ରାପ୍ତ ୟୁନିୟନ ଭାବେ କୃତିତ୍ଵ

masiha

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

masiha

Leave a Comment

error: Content is protected !!