ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ରେଞ୍ଜ ଗୁଡ଼ିଆ ତଇଲା ନିକଟରେ ଗତ କାଲି କୁକୁର ଆକ୍ରମଣରେ ହରିଣ ମୃତ 

ହିନ୍ଦୋଳ ରେଞ୍ଜ ଗୁଡ଼ିଆ ତଇଲା ନିକଟରେ ଗତ କାଲି କୁକୁର ଆକ୍ରମଣରେ ହରିଣ ମୃତ 

ଢେଙ୍କାନାଳ – ଢେ଼ଙ୍କାନାଳ ହିନ୍ଦୋଳ ରେଞ୍ଜଟି ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏଠାରେ ବିଭିନ୍ନ ପଶୁ ପକ୍ଷୀ ମାନଙ୍କୁ ଦେଖିବାକୁ ମିଳିଥିଲା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଡ଼ିଆ ତଇଲା ନିକଟରେ କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି। ସୂଚନା ରହିଛି ହରିଣଟି କୌଣସି ବଶତଃ ଜଙ୍ଗଲରୁ ଗୁଡ଼ିଆ ତଇଲା ନିକଟକୁ ଆସିଥିବା ସମୟରେ କୁକୁର କାମୁଡ଼ାରେ ପଡ଼ି ଯାଇଥିଲା କୁକୁର ତାକୁ ଆକ୍ରମଣ କରିବା ସମୟରେ ପରେ ବନବିଭାଗ ଖବରପାଇ ସେଠାରେ ପହଞ୍ଚି ଥିଲେ। ହରିଣଟିକୁ ଉଦ୍ଧାର କରିଥିଲେ ହେଲେ ଚିକିତ୍ସା ଚାଲିଥିବା ସମୟରେ ହରିଣଟିର ମୃତ୍ୟୁ ହୋଇଛି। ଏହାକୁ ନିକଟସ୍ଥ ଜଙ୍ଗଲରେ ପୋତି ଦିଆ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଭଟାଙ୍ଗପଦରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

masiha

ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନାକୁ ନେଇ ବୈଠକ

Sunil Chandra Nayak

ମହା ସମାରୋହ ସହ ଉଦଯାପନ ହେଲା ନବରଙ୍ଗପୁର ର ପୁଷ୍ ପୁନେଇ ପରବ ୨୦୨୫ 

masiha

Leave a Comment

error: Content is protected !!