ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟିକା ସୀମାରାଣୀଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ଥ କାର୍ଯ୍ୟକ୍ରମ

ଢେଙ୍କାନାଳ:ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ହିନ୍ଦୋଳ ବିଜ୍ଞାପତ ଅଞ୍ଚଳ ପରିଷଦ ର ଖରମୂଳ ଓ ତାଳଗଣ୍ଡା ଗସ୍ତ ରେ ଯାଇ ଜନ ସାଧାରଣ ଙ୍କ ସୁଖ ଦୁଃଖ, ଅଭାବ ଅସୁବିଧା ବୁଝି ଥିଲେ ।ଦୀର୍ଘ ଦିନ ରୁ ଦାବୀ ହୋଇ ଆସୁଥିବା ପୋଖରୀ ର ବନ୍ଧ ନିର୍ମାଣ କାର୍ଯ୍ୟ କୁ ସୁପାରିସ କରିିବା ସହିତ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ କାର୍ଯ୍ୟକାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ରାସ୍ତା, ଘାଟ, କ୍ଲବ୍, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କୁ ତ୍ଵରାନିତ କରିବାକୁ ପ୍ରତିଶ୍ରୁତି ଦେଇ ଥିଲେ । ତତ୍ ସହିତ ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା ସଭ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଯଥା ମାଛ ଚାଷ, ପରିବା ଚାଷ ସମ୍ପର୍କ ରେ ସୂଚନା ଦେଇ ନିକଟସ୍ଥ ବ୍ୟାଙ୍କ୍ ରୁ ଆର୍ଥିକ ସହାୟତା ଯୋଗାଇ ଦେବାରେ ସମ୍ପୂର୍ଣ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୧ ତମ ଗୋ_ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!