ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ଖଣ୍ଡ ପରିବା ମେର୍କେଟ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ .

ଝାଡ଼ଖଣ୍ଡ ପରିବା ମେର୍କେଟ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ ..

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ସେକ୍ଟର-୧୯ ଥାନା ଅନ୍ତର୍ଗତ ଝାଡ଼ଖଣ୍ଡ ପରିବା ମାର୍କେଟ ଅଞ୍ଚଳକୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ପରିଦର୍ଶନରେ ଯାଇ ରାଉରକେଲାର ବିଭିନ୍ନ ସ୍ଥାନ ସମେତ ନଦୀ ସେପଟ ନୁଆଁଗାଁ, ଖୁଣ୍ଟଗାଁ, ସୋରଡା ଏବଂ କଚାରୁ ଆଦି ଅଞ୍ଚଳରୁ ମାର୍କେଟକୁ ଆସି ପନିପରିବା ବିକୁଥିବା ବିକ୍ରେତା ମାନଙ୍କ ସହିତ କଥାବାର୍ତ୍ତା କରିବା ସହିତ ସେମାନଙ୍କର ସୁବିଧା ଏବଂ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତିରିଂ ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

masiha

ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ଆଇଆରଡିଏମଏସ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

masiha

ସରକାର ବଦଳିଲା ପରେ ଧର୍ମଗଡ କୁ ହେବ କି ଜିଲ୍ଲା ଘୋଷଣା ପୁଣି ଆନ୍ଦୋଳନ କରିବ ଜିଲ୍ଲା ଘୋଷଣା କ୍ରିୟାନୁଷ୍ଠାନ କମିଟି….

masiha

Leave a Comment

error: Content is protected !!