ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ଖଣ୍ଡ ପରିବା ମେର୍କେଟ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ .

ଝାଡ଼ଖଣ୍ଡ ପରିବା ମେର୍କେଟ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ ..

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ସେକ୍ଟର-୧୯ ଥାନା ଅନ୍ତର୍ଗତ ଝାଡ଼ଖଣ୍ଡ ପରିବା ମାର୍କେଟ ଅଞ୍ଚଳକୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ପରିଦର୍ଶନରେ ଯାଇ ରାଉରକେଲାର ବିଭିନ୍ନ ସ୍ଥାନ ସମେତ ନଦୀ ସେପଟ ନୁଆଁଗାଁ, ଖୁଣ୍ଟଗାଁ, ସୋରଡା ଏବଂ କଚାରୁ ଆଦି ଅଞ୍ଚଳରୁ ମାର୍କେଟକୁ ଆସି ପନିପରିବା ବିକୁଥିବା ବିକ୍ରେତା ମାନଙ୍କ ସହିତ କଥାବାର୍ତ୍ତା କରିବା ସହିତ ସେମାନଙ୍କର ସୁବିଧା ଏବଂ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଭାବ! ୧୧ଟି ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଙ୍କ ଦାୟିତ୍ବ ରେ, ଦରମା ପାଇ ନାହାନ୍ତି ଶିକ୍ଷକ !

Sunil Chandra Nayak

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

Sunil Chandra Nayak

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

Leave a Comment

error: Content is protected !!