ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି- ବାସିଙ୍ଗି ରାସ୍ତାରେ ଟ୍ରକ /କାର୍ ମୁହାଁ ମୁହିଁ;ତିରିଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୁରୁତର

ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି- ବାସିଙ୍ଗି ରାସ୍ତାରେ ଟ୍ରକ /କାର୍ ମୁହାଁ ମୁହିଁ;ତିରିଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୁରୁତର

ରାଇରଙ୍ଗପୁର – ୧୪/୦୯ ଵହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର – ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣୀ – ବାସିଙ୍ଗୀ ମଝିରାସ୍ତା ତିତିଲି ଢ଼ାବା ନିକଟରେ କାର୍ କୁ ସାମନାପଠଟୁ ଏକ ଦୃତଗାମୀ ଟ୍ରକ ଧକ୍କା ଦେଇଥିଲା ଘଟଣାସ୍ଥଳରେ   କାର୍ ଚାଳକ ଗୁରୁତର ହେବା ସହ କାର୍ ହମ୍ମୁଖ ଭାଗ ଚୁରମାର୍ ହୋଇଥିବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଆଜି ପବିତ୍ର ଗଣେଶ ଚତୁର୍ଥୀ ‌ତିରିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ନନ୍ଦ ଗଣେଶ ପୂଜା ଉପଲକ୍ଷେ ରାଇରଙ୍ଗପୁର ରୁ ତିରିଂ ସ୍କୁଲ ଅଭିମୁଖେ ନିଜେ କାର ଚଳାଇ ଯାଉଥିବାବେଳେ କାଦୁଆଣି ପାଖରେ ଭୟଙ୍କର ଦୁର୍ଘଟଣାରେ ଶିକାର ହୋଇଥିଲେ ।ରଞ୍ଜନ ସାର୍ ଘଟଣାସ୍ଥଳରେ ଗୁରୁତର ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ ।ତାଙ୍କର ଡାହାଣ ଗୋଡ ଓ ହାତ ଭାଙ୍ଗି ଯାଇଛି ।ଗୁରୁତର ଯୋଗୁଁ ତାଙ୍କୁ ଭୂବନେଶ୍ବର କିମସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।ରଞ୍ଜନ ସାର୍ ଜଣେ ପରୋପକାରୀ, ମେଳାପି,ଅମାୟିକ, ଛାତ୍ରଵତ୍ସଳ ସାର୍ ।ଖବର ପାଇ ତାଙ୍କର ଶୁଭେଛୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ଓ ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।ଵହଳଦା ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ 

Related posts

ଗରିବ କୃଷକ ପରିବାରର  ଝିଅ ଓ ପୁଅ ବ୍ଲକ ଟପର , ଗାଁ ରେ ଖୁସିର ଲହରୀ 

masiha

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

masiha

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

Leave a Comment

error: Content is protected !!