ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜନୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟରେ ବ୍ଳକ ସ୍ତରୀୟ “ଵେଟୀ ପଢାଅ, ବେଶୀ ବଂଚାଅ ” କାର୍ଯ୍ୟକ୍ରମ

ରଜନୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟରେ ବ୍ଳକ ସ୍ତରୀୟ “ଵେଟୀ ପଢାଅ, ବେଶୀ ବଂଚାଅ ” କାର୍ଯ୍ୟକ୍ରମ

ରାଇରଙ୍ଗପୁର – ୫/୧୦ ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ରଜନୀକାନ୍ତ ଡିଗ୍ରୀ କଲେଜରେ ବ୍ଳକ ସ୍ତରୀୟ ” ଭେଟି ପଢାଅ, ବେଶୀ ବଂଚାଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାରଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଶାନ୍ତିଲତା ପୃଥାଳ ଏଵଂବାଙ୍ଗି ସୋରେନ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମାନସ ରଞ୍ଜନ ବେହେରା ଯୋଗ ଦେଇଥିଲେ ।ବେଟି ବଂଚାଅ ଭେଟି ପଢାଅ ନେଇ ବହୁ କାର୍ଯ୍ୟକ୍ରମ ହୋଇଥିଲା ।ଉକ୍ତକାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାକୁ କଲେଜର ଅଧ୍ୟକ୍ଷା ମମତା ବାରିକ,ଅଧ୍ୟାପିକା ଗୌରିରାଣୀ ବାସ୍କେ,ଅଧ୍ୟାପକ ସତ୍ୟ ପ୍ରକାଶ ସାହୁ,ସୌମ୍ୟ ରଞ୍ଜନ ଗିରି ,ଅନ୍ୟ କର୍ମଚାରୀପ୍ରମୁଖ କାର୍ଯ୍ୟ ପରିଚାଳନା ସଫଳ କରାଇବାରେ ସହଯୋଗ କରିଥିଲେ ।ଅତିଥି ଗଣ କୃତି ପ୍ରତିଯୋଗିତାକୁ ମାନପତ୍ର ସହ ପୁରସ୍କୃତ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

 

Related posts

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

masiha

ରାଇରଙ୍ଗପୁର ପୌରପାଳିକା ତରଫରୁ ‘ ସୁରକ୍ଷିତ ସଫେଇ ଏବଂ ଆଇନଗତ ସଫେଇ ନେଇ ସଚେତନତା ଶୋଭାଯାତ୍ରା

Sunil Chandra Nayak

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

Sunil Chandra Nayak

Leave a Comment

error: Content is protected !!