ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆନୁକୁଲ୍ୟରେ ଶିଶୁ ଦିବସ

ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆନୁକୁଲ୍ୟରେ ଶିଶୁ ଦିବସ

ରାଇରଙ୍ଗପୁର – ବାରିପଦା  ଆଜି ଜିଲ୍ଲା ଅନ୍ତର୍ନିଵାସୀ ଜିଲ୍ଲା ଶିକ୍ଷା ସାଧନ କେନ୍ଦ୍ର ଲାଲ ବଜାର ଠାରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପାଳନ କରିଛି ଶିଶୁ ଦିବସ l 

ସୂଚନା ଯୋଗ୍ୟ ଜିଲ୍ଲା ଅଧ୍ତର୍ନିଵାସୀ ସାଧନ କେନ୍ଦ୍ର ଠାରେ ଗତ ୧୧ ନଭେମ୍ବର ଠାରୁ ଜାତୀୟ ନାଟକ ପ୍ରତିଯୋଗିତା ପାଇଁ ଅଭ୍ୟାସ ଚାଲୁ ରହିଛି l ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ଜଣ ଦିବ୍ୟାଙ୍ଗ ତଥା ସାଧାରଣ ବିଦ୍ୟାର୍ଥୀ ଏଥିରେ ଯୋଗ ଦେଇଛନ୍ତି l ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏହି ଦିବ୍ୟାଙ୍ଗପିଲାଙ୍କ ସହିତ ପାଳନ କରିଛି ଶିଶୁ ଦିବସ l ଏଥିରେ ଉପସ୍ଥିତ ଥିଲେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭାସ୍ଵତି ବାରିକ,ସଦସ୍ୟ ସୁରଥ କୁମାର ପଟ୍ଟନାୟକ,ସଦସ୍ୟ ରଞ୍ଜିତା ପଣ୍ଡା ତତ୍ ସହିତ ଜିଲ୍ଲା ଆଇ ଡି ସଂଯୋଜକ ନିରଞ୍ଜନ ନାୟକ ,ଅଧ୍ୟାପକ ରାଜେଶ୍ ଦାସ,ଅଧ୍ୟାପକ ତ୍ରିଲୋଚନ ପ୍ରଧାନ l ଉପସ୍ଥିତ ସମସ୍ତ ଅତିଥି ଜାତୀୟ ନାଟକରେ ଭାଗ ନେଇଥିବା ସମସ୍ତ ଶିଶୁ କଳାକାରଙ୍କୁ ଆଶୀର୍ବାଦ ଦେଇଥିଲେ ଯେପରି ଆସନ୍ତା ନଭେମ୍ବର ୨୫ ଜୋନାଲ ସ୍ତରୀୟ ପ୍ରତିଯୋଗିତା କଲିକତାରେ ବିଜୟ ଲାଭ କରିବେ l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭ ଉଦଘାଟନ 

masiha

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

masiha

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

Sunil Chandra Nayak

Leave a Comment

error: Content is protected !!