ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ

ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ

ରାଉରକେଲା ୨୦/୧୧, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଉରକେଲା ପ୍ଲାଣ୍ଟସାଇଟ୍ ଛକ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ।

      ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦେବ ବିହାରୀ, ବରିଷ୍ଠ କଂଗ୍ରେସ ନେତା ରାମାନନ୍ଦ ଶ୍ରୀଚନ୍ଦନ, ପିସିସି ସାଧାରଣ ସମ୍ପାଦକ ପ୍ରମୋଦ ପ୍ରଧାନ, ପିସିସି ପୂର୍ବତନ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଧ୍ୟକ୍ଷ ଇଜାଜ୍ ଅଖତର, ଯୁବ ନେତା ଶିବୁ ଦୀପ୍, ମ ତ୍ରୀପାଠୀ, ଛାତ୍ରନେତା ସୂର୍ଯ୍ୟକାନ୍ତ ବାରିକ, ମହିଳା ସଭାନେତ୍ରୀ ରଞ୍ଜିତା ମଲ୍ଲିକ, ଉପସଭାପତି ଖାଦେଳ ସେଠୀ, ଉପସଭାପତି ବ୍ରଜେନ୍ଦ୍ର ମହାନ୍ତି, ଉପସଭାପତି ବିନୋଦ ରାଉତ, ପୂର୍ବତନ ସଭାନେତ୍ରୀ ଝରଣା ତ୍ରିପାଠୀ, ବଳିଷ୍ଠ କଂଗ୍ରେସ ନେତା ସୁନୀଲ ପଟ୍ଟନାୟକ, ଶ୍ରୀମତୀ ଇମରାନା ପରବିନ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରାଉତ, ପ୍ରଦ୍ଯୁମ୍ନ ଷଢଙ୍ଗୀ, ବ୍ଲକ ସଭାପତି ସାକିର ହୁସେନ, ସାହିର ହୁସେନ, ଲଡନ ରିୟାସତ, ପିଣ୍ଟୁ ସାହୁ, ଶିବୁ ସାହୁ, ରାଜେଶ ସାହୁ ଵିକ୍ରାନ୍ତ ସାହୁ, ନିଆଜ ଅହମ୍ମଦ, ଅୟୁବ ଖାନ୍, ସିଫାନ ରିଜଭି, ଅମୀର ଆନସାରୀ, ଏ ଡି ଜାହିଦ, ଇମରାନ ଜାଭେଦ, ଏମ୍ ଡି ନସିମ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

Sunil Chandra Nayak

ଡାବୁଗାଁ ବ୍ଲକ କଂଗ୍ରେସ କମିଟି ର ଖବରଦାତା ସମ୍ମିଳନୀ

masiha

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!