ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରମେଶ ବେହେରା ହେଲେ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି

କଲମପୁର -: କଳାହାଣ୍ଡି ଜିଲ୍ଲା ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ ମନୋନୀତହେଲେ ରମେଶ ବେହେରା।ରାଜ୍ୟ ସଭାପତି ରବିନାରାୟଣ ଚଳାନ ଙ୍କ ଆହ୍ୱାନ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସର୍ବସନ୍ନମତି କ୍ରମେ ଶ୍ରୀ ରମେଶ ବେହରା ଙ୍କୁ ସମସ୍ତେ ସଭାପତି ପାଇଁ ମନୋନୀତ କରିଥିଲେ।ସେ ଆଗାମୀ ଦିନରେ ସଂଘ କୁ ଜିଲ୍ଲାର ସମସ୍ତ ବ୍ଳକ ରେ ମଜଭୁତ କରିବା ସହ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଦୂର କରିବାରେ ସର୍ବଦା ଯତ୍ନଶୀଳ ରହିବେ ବୋଲି କହିଛନ୍ତି।ଏହି ବୈଠକରେ ରାଜ୍ୟ ଉପସଭାପତି ଗଣେଶରାମ ବାଗ, ସମ୍ପାଦକ ତୁଳସିରାମ ଛତ୍ରୀଆ,ଜିଲ୍ଲା ଉପ ସଭାପତି ରଜନୀକାନ୍ତ ଛତ୍ରୀଆ, ସମ୍ପାଦକ ଗୋଲାପ ସାହୁ, ସାଧାରଣ ସମ୍ପାଦକ ହେମନ୍ତ କୁମାର ନାଏକ, ସହ ଚକ୍ର ବେଶ୍ରା,ପରମାନନ୍ଦ ଠାକୁର,ସୁରେନ୍ଦ୍ର ନାଏକ, ବସନ୍ତ ସରାଵ ପ୍ରମୁଖ ଉପସ୍ଥିତ ଥିଲେ ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୀଳ ପଦ୍ମ ର ନକ୍ସା

ଭୁବନେଶ୍ୱର – ଡ଼ଃ ସୁକାନ୍ତି ମିଶ୍ର ପାଇଲେ ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!