ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ରୁ ଚୋରି ଅଭିଯୋଗ

ଜୟପାଟଣା -:  ଗତ ଶୁ୍ରବାର ବିଳମ୍ବିତ ରାତି ରେ ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ୧୦ କିଲୋ ଓଜନ ର ୩ ଟି ରୂପା ମୁକୁଟ ସହ ହୁଣ୍ଡିି ରେ ଥିବା ଟଙ୍କା ଚୋରି ହୋଇଥିବା ନେଇ ସୂଚନା ମିଳିଛି। ତିନିଟି ଦ୍ଵାର ର ତାଲା ଭାଙ୍ଗି ଦୂର୍ବୁତ ମାନେ ପଶି ମନ୍ଦିର ଭିତରେ ଥିବା ରୂପା ଅଳଙ୍କାର ସମେତ ହୁଣ୍ଡିି ରୁ ଟଙ୍କା ନେଇ ଫେରାର ହୋଇଛନ୍ତି। ସୂଚନା ମିଳିବା ପରେ ଘଟଣା ସ୍ଥାନ ରେ ଜୟପାଟଣା ପୋଲିସ ପହଞ୍ଚିଛି। ଅନ୍ୟ ପଟେ ଚୋରି ସାମଗ୍ରୀ ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ୍ୟ ରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି।

ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ।

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜୀବନ

Sunil Chandra Nayak

ଟେଣ୍ଟ ମାଲିକ ସଂଘର ନୂଆଁଖାଇ ଭେଟଘାଟ,ନାଚଗୀତରେ ଝୁମିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା 2022-23 ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!