ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

 ମୟୂରଭଞ୍ଜ- ୧୫/୧୦/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର ନୂତନ ବିଜୁ ଛାତ୍ର ଜନତା ଦଳ ସଭାପତି ଚୟନ ଗତ ୧୩’ ତାରିଖ ଦିନ ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇ ଯାଇଛି। ବିଜୁ ଜନତା ଦଳ ର ନେତା ଓ ଆଗଧାଡିର କର୍ମକର୍ତ୍ତା’ଙ୍କ ଉପସ୍ଥିତିରେ ସର୍ବ ସମ୍ମତ୍ତି କ୍ରମେ ବଡପଳସା ପଞ୍ଚାୟତ ଓଲିଡିହି ଗ୍ରାମର ରସୁଦ ବିଷୋଇ’ଙ୍କୁ ବିଜୁ ଛାତ୍ର ଜନତା ଦଳର ବହଳଦା ବ୍ଲକ ସଭାପତି ଭାବେ ଚୟନ କରା ଯାଇଛି। ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଶ୍ରୀ ବିଷଇ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଂପାଦକ ଦେବୀ ରଞ୍ଜନ ତ୍ରୀପାଠୀ ଓ ମୟୁରଭଞ୍ଜ ୨’ ଜିଲ୍ଲା ସଭାପତି ଅନିସ ମାନ୍ନା ତଥା ବିଜେଡି ନେତା ସଚିନ୍ଦ୍ର ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କାଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ସମାଧାନ ଶିବିର

Sunil Chandra Nayak

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

Sunil Chandra Nayak

କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!