ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତୀ ମିଶ୍ର ଙ୍କ କବିତା ଭୁଲ

ଭୁଲ

ଏ ଜୀବନ ର ଚଳାପଥ

 

ଅସଜଡ଼ା, ଆବଡା ଖାବଡ଼ା

ଅସୀମା ପଥ

ବାରମ୍ବାର ଝୁଣ୍ଟି ପଡୁଛି

ତଥାପି ଚାଲିଛି

କେତେ ଅବା ସମୟ

ଦୁର୍ଗମ ବାଟ ସରୁ ନାହିଁ,

ସବୁ ଭୁଲ ତୁମର

ଅସ୍ଥିର କରିପାକଉଛି ଭାବନା

କେତେ ସୁଧାରିବା ନିଜକୁ

କେବଳ କଥା କହିବାରେ

ପଡିଗଲେ ଆହା କହିବା

ଦୂର କଥା

ମାନ ଅଭିମାନ କୁ

ପଦେ କଥା ନାହିଁ

ବୁଝାଇବାରେ ଅସମର୍ଥ

କେବଳ ତାନା!

ସତରେ….

ଜୀବନଟାର ଭୁଲ,

ନା କର୍ମ ର ଭୁଲ,

ନା, ଜନ୍ମ ର ଭୁଲ l

 

ମିନତୀ ମିଶ୍ର

ଦୋଳମଣ୍ଡପ ସାହି, ପୁରୀ

Related posts

ରାଇକିଆ ବ୍ଲକର କରଡ଼ା ରଣବା ଇନ୍ଦ୍ରଗଡ଼ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କର ସମସ୍ୟା ବୁଝିଲେ ଜିଲ୍ଲାପାଳ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ରେ ଜନ୍ମାଷ୍ଟମି ପାଳିତ

Sunil Chandra Nayak

Leave a Comment

error: Content is protected !!