ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମ ପରାୟଣା ମହିଳାଙ୍କ ପରଲୋକ

କଲମପୁର (ମସିହା) ୦୫/୦୬  କଲମପୁର ଗ୍ରାମର ଜଣେ ଧର୍ମ ପରାୟଣା ମହିଳା ମାଳତୀ ସାହୁଙ୍କର ଅଶି ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶନିବାର ରାତ୍ର ଏଗାର ଘଟିକା ସମୟରେ ମାଳତୀ ଦେବୀଙ୍କ ଦେହାନ୍ତ ହୋଇଥିଲା । ସ୍ୱାମୀ ସ୍ବର୍ଗତ ପରମାନନ୍ଦ ସାହୁ ମଧ୍ୟ ଅଞ୍ଚଳର ଜଣେବିଶିଷ୍ଟ ସମାଜସେବୀ ଏବଂ ଭଗବତ ପ୍ରେମୀ ଭାବରେ ଜଣାଶୁଣା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଚାରି ପୁଅ ଟୁନାସାହୁ, ଗୁଣନିଧି ସାହୁ, ରାମ ସାହୁ ଓ ବୈଷ୍ଣବ ସାହୁ ସମସ୍ତ ବୋହୁ ନାତିନାତୁଣୀ ମାନେ ଉପସ୍ଥିତଥିଲେ । ତିନିଝିଅ କୁମାରୀ, ଜାହ୍ନବୀ, ଉରମଣି ନିଜ ପରିବାରବର୍ଗଙ୍କ ସହିତ ପହଞ୍ଚି ଶେଷଦର୍ଶନ କରିଥିଲେ । ବନ୍ଧୁବାନ୍ଧବ , ଆତ୍ମୀୟସ୍ଵଜନ ଏବଂ ଅଞ୍ଚଳରଅନେକ ମାନ୍ୟଗଣ୍ୟବ୍ୟକ୍ତି ଶବ ଯାତ୍ରା ସମୟରେ ସ୍ମଶାନକୁ ଯାଇଥିଲେ । ପୁଅ ଗୁଣନିଧି ସାହୁ ମୁଖାଗ୍ନିଦେଇ ଅନ୍ତିମ ସଂସ୍କାରକରିଥିଲେ । ମାଳତୀ ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକରଛାୟାଖେଳିଯାଇଛି

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ ।

Related posts

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

କେଗାଁ ମାଲପଡା ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!