ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ପ୍ରେମ

ପ୍ରେମ

 

ପ୍ରେମ 

କଣ କେବେ ଦେଖାଇ ହୁଏ ..?

ନା,

କାରଣ

କିଛି ପ୍ରେମ 

ରହିଯାଏ ଆଖିର କୋଣରେ

କିଛି ପ୍ରେମ

ରହି ଯାଏ ବନ୍ଦ ଓଠରେ

କିଛି ପ୍ରେମ 

ରହିଯାଏ ଅକୁହା କଥାରେ

କିଛି ପ୍ରେମ 

ରହିଯାଏ ନୀରବ ପ୍ରତୀକ୍ଷାରେ

କିନ୍ତୁ 

ବେଶୀ ପ୍ରେମ 

ବୋଧେ ରହିଯାଏ

ଦୂରତା ଆଉ ଝଗଡାରେ 

କାରଣ

ଯେତେ ଦୂରତା 

ସେତେ ମନର ଅନୁଭବ

ଯେତେ ଝଗଡ଼ା 

ସେତେ ପ୍ରେମର ଗଭୀରତା ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

କବିତା – ଅବିର କହିଛି, ଆନ୍ତର ର ପ୍ରୀତି

Sunil Chandra Nayak

ମାଟିର ସ୍ୱର ସମ୍ମାନ ରେ ସମ୍ମାନିତ ହେଲେ ଯୁବ କବି ରିକ୍ଷୀରାମ ମେହେର

Sunil Chandra Nayak

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

Sunil Chandra Nayak

Leave a Comment

error: Content is protected !!