ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ୱାଦିକ ଙ୍କ ମାତୃ ବିୟୋଗ

ଧର୍ମଗଡ ୧୨/୬/୨୨:  ଧର୍ମଗଡ ସାଲେକେଲା ପଡ଼ା ନିବାସୀ ଓଡ଼ିଶାଏକ୍ସପ୍ରେସ ର ସାମ୍ୱାଦିକ ରମଣୀ ଜାଲ ଙ୍କ ମା ପ୍ରେମ ଶିଳା ଜାଲ (୬୩) ଙ୍କ ଗତ କାଲି ଶନିବାର ରାତି ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ସେ କିଡନୀ ରୋଗଜନିତ ସମସ୍ୟା ଦେଇ ଗତି କରୁଥିବା ବେଳେ ଗତ କିଛି ଦିନ ହେବ ଏହି ସମସ୍ୟା ବଢ଼ି ଯାଇ ଥିଲା ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରି ଚିକିତ୍ସ। କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତିରେ ତାଙ୍କ ର ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁ ସମୟ ରେ ତାଙ୍କ ନିକଟରେ ପୁଅ ବହୁ, ଝିଅ ତଥା ପରିବାର ଲୋକେ ଉପସ୍ଥିତ ଥିଲେ । ଆଜି ସ୍ଥାନୀୟ ସ୍ମଶାନ ରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସଂପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ରମଣୀ ଜାଲ ମୁଖାଗ୍ନୀ ଦେଇଥିଲେ । ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ ମହିଳା ଥିଲେ । ତାଙ୍କର ଦେହାନ୍ତ ରେ ଧର୍ମଗଡ ସାମ୍ୱାଦିକ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଉଚିତ

Sunil Chandra Nayak

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Sunil Chandra Nayak

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

Leave a Comment

error: Content is protected !!