ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

ଉତ୍କେଲା,୨୩/୦୬, (ମ ନି ସ ), କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ଚନ୍ଧ୍ର ମାଝି ଙ୍କ ନିର୍ଦେଶନୁଶାରେ ଡଙ୍ଗରମୁର୍ଲି ସ୍ଥିତ ପାତାଲେଶ୍ବର ମନ୍ଧିର ପ୍ରାଙ୍ଗଣରେ କେସିଙ୍ଗା ବ୍ଲକ ୨୬ ଟି ଗ୍ରାମପଞ୍ଚାୟତ ର ଆଦିବାସୀ ମାନଙ୍କ ଉପସ୍ଥିତିରେ କେସିଙ୍ଗା ବ୍ଲକ ର ପୁର୍ବତନ ସଭାପତି ରମେଶ ଚନ୍ଧ୍ର ମାଝି ଙ୍କ ସଭାପତିତ୍ବରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା। ସଂଗଠନର ସଂପାଦକ ଲକ୍ଷ୍ମଣ ଭୋଇ ଙ୍କ ତତ୍ବାବଧାନରେ ଗଣତାନ୍ତ୍ରିକ ପଦ୍ଧତିରେ ସର୍ବସମ୍ମତି କ୍ରମେ ସଭାପତି ରୁପେ ଉତ୍କେଲା ର ଶେଷଦେବ ମାଝି, ଭାବରେ ଉପ-ସଭାପତି ଚଞ୍ଚଳ ମାଝି, ଚତୁର୍ଭୁଜ ଶବର, ଆଶାରାମ ନାଏକ,ଉପ-ସଭାନେତ୍ରୀ ସାବିତ୍ରୀ ମାଝି,ସାଧାରଣ ସଂପାଦକ ଗୌତମ ଧରୁଆ, ଯୁଗ୍ମ ସଂପାଦକ ସୁରେଶନ ଶବର, ଇନ୍ଧ୍ରଜିତ ମାଝି,ଧିରେନ୍ଧ୍ର ମାଝି,ଶିବଲାଲ ମାଝି,କୁମୁଦିନୀ ମାଝି, କୋଷାଧ୍ୟକ୍ଷ ଭାବରେ ଡୋଳାମଣି ମାଝି ଙ୍କୁ ଚୟନ କରାଯାଇଥିଲା। କେସିଙ୍ଗା ବ୍ଲକ ର ଆଦିବାସୀ ମାନଙ୍କ ସର୍ବାଙ୍ଗିନ ବିକାଶ, ନିରପେକ୍ଷ ବିଚାର କରି ନ୍ୟାୟ ଦେବା,ଆଦିବାସୀ ମାନଙ୍କ ସୁଖ ଦୁଃଖ ରେ ଭାଗିହେବା ମୁଳ ଉଦେଶ୍ୟ ଥିଲା।ଉକ୍ତ ବୈଠକରେ ପରାମର୍ଶ ଦାତା ଭାବରେ ବୈୟଜୈଷ୍ଠ ରମେଶ ଚନ୍ଧ୍ର ମାଝି, ଯୁଧିଷ୍ଠିର ମାଝି,ପରମେଶ୍ବର ମାଝି,ଧନମାଳି ମାଝି,ଚୌଧୁରି ମାଝି,ସଂଶାର ଭୋଇ,କୃଷ୍ଣ ଚନ୍ଧ୍ର ମାଝି,ଆଦିତ୍ୟ ଜାନୀ,ମୋହନ ଶବର,ତନୁର୍ଯ୍ୟ ମାଝି,ସଦା ମାଝି,ସନ୍ତୋଷ ନାଏକ,ତପିଲେଷ ମାଝି, କ୍ଷିର ସିନ୍ଧୁ ମାଝି, ପ୍ରମୁଖ ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଭୋଟ ଗଣତି କେନ୍ଦ୍ରରେ ସାମ୍ବାଦିକଙ୍କ ପାଇଁ ଅବ୍ୟବସ୍ଥା

Sunil Chandra Nayak

ଜୀବନ ବିଦ୍ୟାଳୟର ରୂପାନ୍ତରିତ ବିକାଶ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

କୋକସରା ବ୍ଲକ ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ହେଲେ ରିତା ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!